ବ୍ଲୋଗ ଆଳରେ ପୁରୀ ସହର ବିଷୟରେ ଦେଇଛନ୍ତି ଗୁପ୍ତ ତଥ୍ୟ !
ପୁରୀ-: ପାକିସ୍ତାନକୁ ଦେଶର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା । ହରିୟଣାରେ ହିସାର ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଚର୍ଚ୍ଚାର ବିଷୟ ହେଉଛି ଗତ ୨୦୨୪ ନଭେମ୍ବର ମାସରେ ଜ୍ୟୋତି ମାଲହୋତ୍ରା ପୁରୀ ଭ୍ରମଣ କରିବାକୁ ଆସିଥିଲେ । ଜଗନ୍ନାଥ ମନ୍ଦିର…
Read More...
Read More...