ୟୁଟ୍ୟୁବରେ ଆଡ ବ୍ଲକ କରୁଥଲେ ସତର୍କ, ୟୁଟ୍ୟୁବ ଭିଡିଓ ବ୍ଲକ କରିଦେବ କମ୍ପାନୀ
ନୂଆଦିଲ୍ଲୀ : ୟୁଟ୍ୟୁବ ବିଜ୍ଞାପନ ଦିନକୁ ଦିନ ବଢିବାରେ ଲାଗିଛି । ଆଗରୁ ବିଜ୍ଞାପନ ରୋକିବାକୁ ସ୍କିପ ଆଡସ୍ ଆସୁଥିଲା କିନ୍ତୁ ଏବେ ଗୋଟିଏ ଭିଡିଓରେ ୪ ରୁ ୫ ଯାଏଁ ବିଜ୍ଞାପନ ଆସୁଛି । ପୁଣି ଏହା ଏକାଧିକ ଥର ଦେଖିବାକୁ ମିଳୁଛି ।
ଏହି ବାରମ୍ବାର ଆସୁଥିବା ବିଜ୍ଞାପନକୁ ହଟେଇବାଲାଗି କିଛି…
Read More...
Read More...