ୟଶ୍ ଦୟାଲଙ୍କ ଗିରଫଦାରୀ ଉପରେ ରହିତାଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ
ନୂଆଦିଲ୍ଲୀ-: ୫ ବର୍ଷ ଧରି ଜଣେ ମହିଳାଙ୍କୁ ଯୌନ ଶୋଷଣ ଦେଉଥିବା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ବୋଲର ୟଶ୍ ଦୟାଲଙ୍କୁ ଆଶ୍ବସ୍ତି ମିଳିଛି। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ୟଶ୍ ଦୟାଲଙ୍କ ଗିରଫଦାରୀ ଉପରେ ରହିତାଦେଶ ଦେଇଛନ୍ତି । ଜଷ୍ଟିସ୍ ସିଦ୍ଧାର୍ଥ…
Read More...
Read More...