୨୦୬ ମିଟର ଛୁଇଁଛି ଯମୁନା ଜଳସ୍ତର, ଲାଗିରହିଛି ବନ୍ୟାଭୟ
ନୂଆଦିଲ୍ଲୀ: ପୁଣିଥରେ ୨୦୬ ମିଟର ଛୁଇଁଛି ଯମୁନା ଜଳସ୍ତର । ପୁଣିଥରେ ଯମୁନାର ଜଳସ୍ତର ବଢୁଥିବାରୁ ଦିଲ୍ଲିରୁ ଆଗ୍ରା ଯାଏଁ ସବୁଠି ବନ୍ୟା ଭୟ ଲାଗିରହିଛି । ଦିଲ୍ଲି ସରକାର ତଳିଆ ଅଞ୍ଚଳବାସୀଙ୍କୁ ବନ୍ୟା ଆଶ୍ରୟସ୍ଥଳରେ ରହିବାକୁ ଅପିଲ କରିଛନ୍ତି । ଲୋକ ନିର୍ମାଣ ବିଭାଗ ଓ ଦିଲ୍ଲି ମହାନଗର ଟିମ…
Read More...
Read More...