ଭାରତରେ ନିର୍ମିତ ହେଲା ବିଶ୍ୱର ସର୍ବବୃହତ ବାଣିଜ୍ୟ କେନ୍ଦ୍ର
ସୁରଟ: ଏବେ ବିଶ୍ୱ ଦେଖିବ ସବୁଠାରୁ ବଡ଼ ଅଫିସ ବିଲ୍ଡିଂ । ଦୁନିଆର ସବୁଠାରୁ ବଡ଼ ଅଫିସ ବିଲ୍ଡିଂ ବର୍ତ୍ତମାନ ଭାରତରେ ଦେଖାଦେବ । ୮୦ ବର୍ଷ ଧରି ପେଣ୍ଟାଗନ୍ ବିଶ୍ୱର ସର୍ବବୃହତ ବିଲ୍ଡିଂ ଥିଲା । ଏବେ ସେହି ଟାଇଟଲ୍ ଗୁଜୁରାଟର ସୁରଟରେ ଥିବା ଏକ ବିଲ୍ଡିଂ ନେବାକୁ ଯାଉଛି । ଏହି ବିଲ୍ଡିଂରେ ଏକ…
Read More...
Read More...