Browsing Tag

World No Tobacco Day

ବିଶ୍ୱ ତମାଖୁ ବର୍ଜନ ଦିବସରେ ବାଲୁକା କଳା ମଧ୍ୟମରେ ସୁଦର୍ଶନ ପଟ୍ଟନାୟକଙ୍କ ସଚେତନତା ବାର୍ତ୍ତା

ପୁରୀ/ଜୟନ୍ତ କୁମାର ସେଠି: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ଏକ ସୁନ୍ଦର ବାଲୁକାକୃତି କରି ସଚେତନତାର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ବାଲୁକାକଳାରେ ତମାଖୁ ସେବନ…
Read More...

ଆଜି ବିଶ୍ୱ ପାଳୁଛି ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର: ମେ’ ୩୧ ତାରିଖରେ ବିଶ୍ବ ପାଳୁଛି ତମାଖୁ ବର୍ଜନ ଦିବସ। ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ବାବଦରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ୧୯୮୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତମାଖୁର ବ୍ୟବହାର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏକ ସ୍ୱତନ୍ତ୍ର…
Read More...

ତମ୍ବାଖୁ ବର୍ଜନ ଦିବସ ପାଳନ ; କିନ୍ତୁ ନିୟମକୁ ଆଖି ଠାର

(ବ୍ୟୁରୋ) : ଆଜି ବିଶ୍ବ ତମ୍ବାଖୁ ବର୍ଜନ ଦିବସ । ତମ୍ବାଖୁ ସେବନ ଫଳରେ ବିଶ୍ବରେ ବ୍ୟାପକ ଭାବରେ କ୍ୟାନସର ଭଳି ଦୂରାରୋଗ୍ୟ ବ୍ୟାପୁଛି। ମାଉଥ୍ କ୍ୟାନସର ଯୋଗୁଁ ଲକ୍ଷ ଲକ୍ଷ ଲୋକ କଷ୍ଟ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ତମ୍ବାଖୁ ସେବନ ଦ୍ବାରା କେବଳ ମାଉଥ୍ କ୍ୟାନସର…
Read More...