Browsing Tag

World News

ଚୀନରେ ସ୍ଥିତି ଭୟାବହ: କରୋନା ମୃତ୍ୟୁ ସଂଖ୍ୟା ୧୭୦୦ ଟପିଲା

ବେଜିଂ : କରୋନା ଭାଇରସ୍‌ର ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଏହି ଭୟଙ୍କର ଭାଇରସ୍‌ ଯୋଗୁଁ ଚୀନ୍‌ରେ ଗତ ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୭ ଶହ ଟପି ଥିବା ବେଳେ ପ୍ରାୟ ୭୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଗତକାଲି ଆଉ ୨୬୪୧ଟି ନୂଆ ମାମଲା ସାମ୍ନାକୁ…
Read More...

ଚୀନରେ ଥମୁନି କରୋନା ଆତଙ୍କ: ୫୦୦ ଟପିଲା ମୃତ୍ୟୁ ସଂଖ୍ୟା, ୨୪୦୦୦ ଆକ୍ରାନ୍ତ

ବେଜିଂ : ଚୀନରେ କରୋନା ଭାଇରସ୍‌ ଆତଙ୍କ ଥମିବାର ନା ଧରୁନି।  ସେଠାରେ ମୃତ୍ୟୁସଂଖ୍ୟା ୫୦୦ ଟପିଯାଇଥିବା ବେଳେ ପାଖାପାଖି ୨୪, ୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍‌ ର ମୁଖ୍ୟ କେନ୍ଦ୍ର ଉହାନ୍‌ ସମେତ ଦେଶର ଅନ୍ୟ ପ୍ରମୁଖ ସହର ଗୁଡିକରେ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥା…
Read More...

ମହାଭିଯୋଗ ପ୍ରସଙ୍ଗ: ଦୋଷମୁକ୍ତ ହେଲେ ଟ୍ରମ୍ପ୍

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବିରୁଦ୍ଧରେ ଆସିଥିବା ମହାଭିଯୋଗକୁ ସିନେଟ୍‌ ଖଣ୍ଡନ କରି ଟ୍ରମ୍ପଙ୍କୁ ଗତକାଲି ଦୋଷମୁକ୍ତ ଘୋଷଣା କରିଛି। ଦ୍ୱିତୀୟ ଥର ଲାଗି ରାଷ୍ଟ୍ରପତି ଆଶାୟୀ ଟ୍ରମ୍ପ୍‌ଙ୍କୁ ରିପବ୍ଲିକାନ୍‌ ପାର୍ଟି ବହିଷ୍କୃତ ହେବାରୁ…
Read More...

କରୋନା ଭୟ: ଚୀନ୍ ଛାଡ଼ିବାକୁ ପାକିସ୍ତାନୀ ବ୍ୟାକୁଳ, ସରକାର ନିର୍ବିକାର

ବେଇଜିଂ: ଚୀନ୍‌ର ଉହାନ, ଶିଂଜିୟାଙ୍ଗ୍‌ ପ୍ରଦେଶରେ ବହୁ ସଂଖ୍ୟାରେ ପାକିସ୍ତାନୀ ନାଗରିକ ଚୀନ୍‌ ଛାଡ଼ିବା ପାଇଁ ବ୍ୟାକୁଳ ହେଉଛନ୍ତି। କିନ୍ତୁ ସେମାନଙ୍କୁ ନେବାପାଇଁ ପାକିସ୍ତାନ ସରକାର ଆଗ୍ରହ ଦେଖାଉନାହାନ୍ତି। ଉହାନରୁ ସମସ୍ତ ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥା ଦେଖି…
Read More...

କୋରୋନା ଭାଇରସ୍ ତାଣ୍ଡବ: ଚୀନ୍ ରେ ୮୦ ମୃତ, ୨୭୦୦ରୁ ଅଧିକ ଆକ୍ରାନ୍ତ

ଉହାନ୍‌: ମାରାତ୍ମକ କରୋନାଭାଇରସ୍‌ ର ତାଣ୍ଡବରେ ପ୍ରାୟ ୮୦ରୁ ଉର୍ଧ୍ଵ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ପାଖାପାଖି ୨୭୪୪ ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ କରିଛି ଚୀନ୍‌। କେବଳ ହୁବେଇରେ ହିଁ ୨୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେଠାରେ ୭୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ…
Read More...

ବେକ୍‌ ଏୟାରୱେଜ଼ ବିମାନ ଦୁର୍ଘଟଣାଗ୍ରସ୍ତ : ୭ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ୯୫ ଯାତ୍ରୀଙ୍କୁ ନେଇ ଯାଉଥିବା ବେକ୍‌ ଏୟାର୍‌ର ଏକ ବିମାନ କାଜାକ୍‌ସ୍ତାନର ଅଲ୍‌ମାଟି ବିମାନ ବନ୍ଦର ନିକଟରେ ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଦେଇଥିବା ସୂଚନା ମୁତାବକ, ସକାଳ ୭: ୨୨ ସମୟରେ ଅଲ୍‌ମାଟି…
Read More...