୨୦ଫୁଟ୍ ଗାତରେ ବୃଦ୍ଧା, ଚାଲିଛି ଉଦ୍ଧାର କାର୍ଯ୍ୟ
ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ ନିକଟ ପରିତ୍ୟକ୍ତ ବୋରୱେଲରେ ପଡିଯାଇଛନ୍ତି ୮୦ ବର୍ଷିୟ ବୃଦ୍ଧା ଦୁଃଖୀ ନାଏକ ।ନିଜ ଝିଅ ଘରକୁ ଆସିଥିବା ବେଳେ,ସେ ଝାଡୁ ତିଆରି ରେ ଆବଶ୍ୟକ ବେଣା ଆଣିବା ପାଇଁ ଯାଇଥିଲେ । ତାଙ୍କ ନିଜ ଘର ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁର ହୋଇଥିବା ସୁଚନା ।ତାଙ୍କୁ ଉଦ୍ଧାର…
Read More...
Read More...