Browsing Tag

woman

କାଳହେଲା ରାସ୍ତାପାରି

ଭଦ୍ରକରେ ଜଣେ ମହିଳା ରାସ୍ତା ପାର୍ ହେଉଥିବା ସମୟରେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ,ଟାଉନ ଥାନା ପୋଲିସ୍ ପହଞ୍ôଚ ତଦନ୍ତ ଜାରିରଖିଛି ।
Read More...

ଅନ୍ତିମ ସଂସ୍କାର ପାଇଁ ନିଆ ଯାଉଥିବା ବେଳେ କଫିନରୁ ଜୀବିତ ଉଦ୍ଧାର ହେଲେ ମହିଳା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି ଘଟଣା ଅନେକ ଥର ଶୁଣିବାକୁ ମିଳିଛି ଯାହାକୁ ଆଖି ସାମ୍ନାରେ ଦେଖିଲେ ବି ବିଶ୍ବାସ କରି ହୋଇ ନଥାଏ । ଏମିତି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଏକ କଫିନ ଭିତରୁ ମହିଳାଙ୍କୁ ଜୀବିତ ଉଦ୍ଧାର କରାଯାଉଥିବା ଦେଖିବାକୁ…
Read More...

ମୁମ୍ବାଇ ଏୟାରପୋର୍ଟରେ ମହିଳାଙ୍କ ଅଜବ କାଣ୍ଡ; ବ୍ୟାଗରେ ବୋମା ଅଛି କହି ଗିରଫ ହେଲେ

ମୁମ୍ବାଇ: ଜଣେ ମହିଳ ଯାତ୍ରୀ ନିଜ ବ୍ୟାଗରେ ବୋମା ଅଛି କହି ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅତିରିକ୍ତ ଲଗେଜ୍ ପାଇଁ ଅଧିକ ଦେୟ ମାଗିବାରୁ ମହିଳାଯାତ୍ରୀ ଓ ବିମାନ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ରାଗ…
Read More...