Browsing Tag

winter

ରାଜ୍ୟରେ କମିବ ଶୀତ ଲହରି, ବଢିବ ତାପମାତ୍ରା

ଭୁବନେଶ୍ଵର: ବର୍ତ୍ତମାନ ରାଜ୍ୟର କିଛି କିଛି ସ୍ଥାନରେ ରାତି ତାପମାତ୍ରା ବଢୁଥିବା ବେଳେ ଅନ୍ୟ କିଛି ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତାକାଲିଠାରୁ ରାଜ୍ୟରେ ରାତି ପାରଦସ୍ତର ଧୀରେ ଧୀରେ ବଢ଼ିବା ଆରମ୍ଭ ହେବ। ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ…
Read More...

ରାଜ୍ୟରେ ହାଡ଼ଭଙ୍ଗା ଶୀତ; ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର

ଭୁବନେଶ୍ଵର: ରାଜ୍ୟକୁ ପୁଣି ଫେରିଲା ଶୀତ । ୧୪ ତାରିଖ ଯାଏ ଶୀତ ଲହରୀ ଜାରି । ମୟୂରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀକୁ ଖସିଲା ପାରଦ । ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ତାପମାତ୍ରା ୧ଡିଗ୍ରୀ, ଗୁଡ଼ଗୁଡ଼ିଆରେ ତାପମାତ୍ରା ୩ ଡିଗ୍ରୀ କୁ ଖସିଛି । ଶିମିଳିପାଳର ବିଭିନ୍ନ…
Read More...

ଆସନ୍ତା ୧୭ ତାରିଖ ଯାଏଁ ଜାରି ରହିବ ଶୀତ: ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୭ ତାରିଖ ଯାଏଁ ଜାରି ରହିବ ଶୀତ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ପଶ୍ଚିମାଝଡ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି ସହ ଶୀତରେ ବ୍ରେକ୍‌ ଲାଗିବ । ଦୁଇ ଦିନର ବିରତି ପରେ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ବଢ଼ିବ।…
Read More...

ଦିନକର ବିରତି ପରେ ପୁଣି ଖସିଲା ପାରଦ; ରାଜ୍ୟରେ ପୁଣି ବଢ଼ିଲା ଶୀତ

ଭୁବନେଶ୍ଵର: ଖସିଲା ପାରଦ, ରାଜ୍ୟରେ ପୁଣି ବଢ଼ିଲା ଶୀତ । ବାଦଲ ହଟିବା ପରେ ଉପକୂଳ ଓଡ଼ିଶାରେ ଖସିଲା ପାରଦ । ସକାଳ ୫ଟା ୩୦ରେ ୯.୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର । କେନ୍ଦୁଝର ୧୧.୬, ଭୁବନେଶ୍ବର ୧୩.୪, ବାଲେଶ୍ବର ୧୪ ଡିଗ୍ରୀ । ଚାନ୍ଦବାଲି ୧୪.୮ ଡିଗ୍ରୀ ଓ ପାରାଦୀପ…
Read More...

ଶୀତ ଦିନେ ଏପରି ନିଅନ୍ତୁ ଶରୀରର ଯତ୍ନ, ମିଳିବ ଫାଇଦା

ଭୁବନେଶ୍ଵର: ଏବେ ଶୀତର ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଲାଣି । ଆଉ ଥଣ୍ଡା ଅନୁଭୂତ ହେଲାଣି । ଏହି ଦିନରେ ଶରୀର ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ଓ ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଥାଏ । ଏଥିପାଇଁ ବିଶେଷ ଯତ୍ନ ଓ ଉପଚାରର ଆବଶ୍ୟକତା ପଡିଥାଏ । ବିଶେଷକରି ଶିଶୁ ଓ ବୟସ୍କଙ୍କ…
Read More...

ଜାଡରେ ଥରୁଛି ଓଡ଼ିଶା : ୧୨ ଜିଲ୍ଲାକୁ ଘନ କୁହୁଡି ସତର୍କତା

ଭୁବନେଶ୍ଵର: କିଛିଦିନ ହେଲା ରାଜ୍ୟର ପାହାଡ଼ିଆ ଏବଂ ସମତଳ ଅଞ୍ଚଳ ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିଲା। ଫଳସ୍ବରୂପ ଶୀତ ପ୍ରକୋପ ସାମାନ୍ୟ କମିଥିଲା। କିନ୍ତୁ ଉପକୂଳ, ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଥିଲା। ଘନ କୁହୁଡ଼ି…
Read More...

ଶୀତର ପ୍ରକୋପ ବଢୁଥିବାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଥରାଉଛି ଜାଡ , ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି,ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ବୋର୍ଡ ସ୍କୁଲ ଏବଂ ICSE ଏବଂ CBSE ସ୍କୁଲ ଉଭୟ ପାଇଁ ପ୍ରଯୁଜ୍ୟ ହେବ। ରାଜ୍ୟରେ…
Read More...

କଲବଲ କରିବ କୁହୁଡ଼ି; ୯ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ

ଭୁବନେଶ୍ଵର: କଲବଲ କରିବ କୁହୁଡ଼ି । ୯ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କନ୍ଧମାଳକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଅତି ଘନ…
Read More...

ଆହୁରି ବଢ଼ିବ ଶୀତ, ପୁରା ୩ ଦିନ ଥରିବ ଓଡିଶା

ଭୁବନେଶ୍ଵର: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ରାଜ୍ୟରେ ପାଗ…
Read More...

ରାଜ୍ୟବାସୀଙ୍କୁ ଆହୁରି ୪ଦିନ ଥରାଇବ ଶୀତ

ଦକ୍ଷିଣ, ଉତ୍ତର, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ଅନୁଭୂତ ହେଉଛି ପ୍ରବଳ ଶୀତ। କୋରାପୁଟରେ ପାରଦ ଛୁଇଁଛି ୪.୮ଡିଗ୍ରୀ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ସହିତ ଘନ କୁହୁଡ଼ି ପଡ଼ୁଥିବା ବେଳେ ୪ଦିନ ପରେ ଶୀତ ପ୍ରକୋପ ସାମାନ୍ୟ କମିବା ସମ୍ଭାବନା ରହିଛି। ସକାଳ ୯ଟା ଯାଏଁ…
Read More...