ପଶୁପ୍ରେମୀଙ୍କ ପାଇଁ ଖୁସି ଖବର: ନନ୍ଦନକାନନରେ ନୂଆ ଅତିଥି, ମାଆ ହେଲା ଧଳା ବାଘୁଣୀ ରୁପା
ଭୁବନେଶ୍ୱର: ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ମାଆ ହୋଇଛି ଧଳା ବାଘୁଣୀ ରୁପା । ଆଜି ସକଳେ ନନ୍ଦନକାନନରେ ଧଳା ବାଘୁଣୀ ରୁପା ତାର ପ୍ରଥମ ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି । ତେବେ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରୂପା ଗୋଟିଏ ଶାବକକୁ…
Read More...
Read More...