Browsing Tag

Western Odisha

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

“ନୂଆଁ ଧାନ୍ କେ ନୂଆଁ ମନ୍‌  ବନେ ବନେ ଥାଉନ୍ ଅପଣ୍  ନୂଆଖାଁଇର ବଡ଼ଖା ତିହାର୍‌  ସମକୁ ମୋର୍ ନୂଆଖାଇ ଜୁହାର” (ସମ୍ବଲପୁର): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ଏନେଇ ସବୁଠି ମହକି ଉଠୁଛି ପିଠାପଣାର ବାସ୍ନା…
Read More...