Browsing Tag

West Bengal

ପଶ୍ଚିମବଙ୍ଗ ସରକାରଙ୍କର ବଡ ନିଷ୍ପତ୍ତି : ୧୦ମ ବୋର୍ଡ ପରୀକ୍ଷାରେ ବନ୍ଦ ରହିବ ଇଣ୍ଟରନେଟ

ମୁର୍ଶିଦାବାଦ: ଦେଶରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ୧୦ମ ବୋର୍ଡ ପରୀକ୍ଷା ସମୟରେ ରାଜ୍ୟର କିଛି ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛନ୍ତି। ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ଜଣେ ଅଧିକାରୀ କହିଛନ୍ତି କି, ସୋମବାରଠାରୁ…
Read More...

୯ ଜଣ ଖେଳାଳିଙ୍କୁ ଚୟନ କଲା କୋଲକାତା କ୍ରିକେଟ ସଂଘ

କୋଲକାତା(ରିପୋର୍ଟସ ଟୁଡେ) : ଇଡେନ ଗାର୍ଡେନରେ ଆଜି ବିସିସିଆ ଟୁର୍ଣ୍ଣମେଣ୍ଟ ପାଇଁ ୯ ଜଣ ଖେଳାଳିଙ୍କୁ ଚୟନ କରିଛି କୋଲକାତା କ୍ରିକେଟ ସଂଘ । ପ୍ରତେକ ଟିମରେ ଚାରି ଜଣ ଖେଳାଳି ଯୋଗ ଦେଇଛନ୍ତି । କୋଲକାତା କ୍ରିଟେକ ସଂଘର ସେକ୍ରେଟେରି ଦେବବ୍ରତ ଦାସଙ୍କ କହିବା ଅନୁଯାୟୀ ୧୯ ବର୍ଷରୁ କମ ବୟସର…
Read More...

ଭବାନୀପୁର ଉପନିର୍ବାଚନ,ନାମାଙ୍କନପତ୍ର ଦାଖଲ କରିବେ ମମତା ବାନାର୍ଜୀ

କୋଲ୍‌କାତା : ଭବାନୀପୁରର ପ୍ରାର୍ଥୀ ହୋଇଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ । ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ମମତା ଶୁକ୍ରବାର ମଧ୍ୟାହ୍ନରେ ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ପଦରେ…
Read More...

ମମତାଙ୍କ ପୂଜା ପାଇଁ ପୁରୀରୁ ଗଲେ ଜଗନ୍ନାଥ

ଗୋପ(ଜୟନ୍ତ କୁମାର ସେଠୀ): ନିର୍ବାଚନ ଜିତିବା ପରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଲକ୍ଷ୍ମୀ ନୃସିଂହ ପୂଜା କରାଇଛନ୍ତି । ଏହି ପୂଜା ପାଇଁ ଶ୍ରୀକ୍ଷେତ୍ର ପୁରୀରୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କଲିକତା ଯାଇ ମୁଖ୍ୟମନ୍ତ୍ରୀ ମମତା…
Read More...

ରାଜନୀତିକୁ ଅଲବିଦା କହିଲେ ବାବୁଲ ସୁପ୍ରିୟୋ

କୋଲକାତା: ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ବାବୁଲ ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ। କିନ୍ତୁ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ…
Read More...

ପଶ୍ଚିମବଙ୍ଗରେ ବଢିଲା ଲକଡାଉନ

କୋଲକାତା : ଅଗଷ୍ଟ ୧୫ ଯାଏ ପଶ୍ଚିମବଙ୍ଗରେ ଲକଡାଉନକୁ ବୃଦ୍ଧି କରାଯାଇଛି ।  ୫୦ ପ୍ରତିଶତ ସ୍ଥାନ ସହିତ ସରକାରୀ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । କେରଳରେ ସପ୍ତାହନ୍ତ ଲକଡାଉନ ଘୋଷଣା ପରେ ପଶ୍ଚିମବଙ୍ଗରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଲକଡାଉନ ଥିଲେ ମଧ୍ୟ ଅନେକ କଟକଣାକୁ କୋହଳ…
Read More...

ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା

ପଶ୍ଚିମବଙ୍ଗ(ରିପୋର୍ଟର୍ସ ଟୁଡେ) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୫ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି । ନନ୍ଦିଗ୍ରାମ ନିର୍ବାଚନକୁ ନେଇ ମମତା ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଆବେଦନର ଶୁଣାଇ ଜଷ୍ଟିସ କୌଶିକ ଚନ୍ଦାଙ୍କ ଖଣ୍ଡପୀଠ କରିବାର ଥିଲା। ହେଲେ…
Read More...

ମମତାଙ୍କ ବଡ ଘୋଷଣା, ପାଳନ ହେବ ‘ଖେଲୋ ହୋବେ’ ଦିବସ

କୋଲକତା(ରିପୋର୍ଟର୍ସ ଟୁଡେ) : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଲୋକପ୍ରିୟ ସ୍ଲୋଗାନ ଖେଲୋ ହୋବେ ଏବେ ଏକ ମାନ୍ୟତା ପାଇବାକୁ ଯାଉଛି । ପଶ୍ଚିମବଙ୍ଗରେ ‘ଖେଳୋ ହୋବେ’ର ଦିବସ ପାଳନ ହେବ । ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରି ତୃତୀୟ ଥର ଲାଗି ଶାସନ…
Read More...