Browsing Tag

West Bengal

ଶ୍ୱଶୁର ହୋଇ ନିଭାଇଲେ ବାପାର କର୍ତ୍ତବ୍ୟ; ବିଧବା ବୋହୂକୁ ପୁଅର ସାଙ୍ଗ ସହ ବିବାହ କରାଇଲେ

ପଶ୍ଚିମବଙ୍ଗ: କଥାରେ ଅଛି ଶ୍ୱଶୁର ବାପା ସମାନ ଅଟନ୍ତି । କିନ୍ତୁ ଏହି କଥାଟା ଖୁବ୍ କମ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହି କଥାଟି ସତ କରି ଦେଖାଇଛନ୍ତି ଜଣେ ବ୍ୟକ୍ତି । ସେହି ବ୍ୟକ୍ତି ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଆସେନ ସୋଲ ଜିଲ୍ଳା ଜାମୁରିଆରର କିଶୋର…
Read More...

ପଶ୍ଚିମବଙ୍ଗରେ ଲାଗୁ ହେଲା ୧୪୪ ଧାରା

ବ୍ୟୁରୋ:ପଶ୍ଟିମବଙ୍ଗରେ ଏକ ବ୍ୟାପକ ହିସାଂକାଣ୍ଡ ଦେଖିବାକୁ ମିଳିଛି । ଏହି ହିସାଂକାଣ୍ଡ ସ୍ଥାନୀୟ ଅଚଂଳରେ ଭୟାବହ ବାତାବରଣ ସୃଷ୍ଟି କରିଛି । ଲୋକଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ୧୪୪ ଧାରା ଲାଗୁ କରିଛିି । ଏହି ଘଟଣାଟି ପଶ୍ଚିମବଙ୍ଗର ମୋମିନପୁରରେ ଦେଖିବାକୁ…
Read More...

ପଶ୍ଚିମବଙ୍ଗରେ ୮ ଜଣ ଆଇପିଏସଙ୍କୁ ସମନ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ୮ ଜଣ ଆଇପିଏସଙ୍କୁ ସମନ । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି । ପାର୍ଥ ଚାଟାର୍ଜୀ ଓ ଅନୁବ୍ରତଙ୍କ ପରେ ୮ଜଣ ଆଇପିଏସଙ୍କୁ ସମନ ଜାରି କରାଯାଇଛି । କୋଇଲା ଦୁର୍ନୀତି ନେଇ ସେମାନଙ୍କୁ ତଦନ୍ତରେ ସାମିଲ ହେବାକୁ ନିର୍ଦ୍ଦେଶ ରହିଛି । ତେବ ସମନ ଜାରି…
Read More...

ଜୀବନ୍ତ ଜଳିଗଲେ ୧୦ କାଉଡ଼ିଆ, ୧୯ ଗୁରୁତର

କୂଚ୍‌ବିହାର୍‌: ପଶ୍ଚିମବଙ୍ଗ କୁଚବିହାରରେ ବଡ଼ ଅଘଟଣ । ରବିବାର ବିଳମ୍ବିତ ରାତ୍ରରେ ପଶ୍ଚିମବଙ୍ଗର କୂଚ୍‌ବିହାର୍‌ ବାଟେ ଯାଉଥିବା ଗୋଟାଏ ପିକ୍‌ଅପ୍‌ ଭ୍ୟାନ୍‌ ବିଦ୍ୟୁତ୍‌ ପ୍ରବାହିତ ହେବାରୁ ପ୍ରାୟ ୧୦ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ଜଣ ଆହତ ହୋଇଥିବା କଥା ପୁଲିସ କହିଛି।…
Read More...

ମନ୍ତ୍ରୀପଦରୁ ବିଦା ହେଲେ ପାର୍ଥ ଚାଟାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥୀ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଛି। ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ନେଇ ଇଡି ପକ୍ଷରୁ ପୂର୍ବରୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପାର୍ଥଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ…
Read More...

‘ବିଜେପି କେବେବି ବଙ୍ଗଳାକୁ ବୁଝିପାରିବ ନାହିଁ’

ଭୁବନେଶ୍ୱର: ମା କାଳୀଙ୍କ ବିବାଦୀୟ ପୋଷ୍ଟରକୁ ନେଇ ଦେଶରେ ଚାଲିଥିବା ବିବାଦ ଥମିବାର ନା ନେଉନାହିଁ । ଅନ୍ୟପଟେ ଟିଏମସି ସାଂସଦ ମହୁଆ ମିତ୍ରଙ୍କ ପରେ ଟିଏମସି ମୁଖପାତ୍ର ବାବୁଲ ସୁପ୍ରିଓ ମା କାଳୀଙ୍କ ପୋଷ୍ଟର ଉପରେ ବୟାନ ଦେିଛନ୍ତି । ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ପୋଷ୍ଟର…
Read More...

କୁଳାଧିପତି ବିଲ୍ ପାସ୍

କୋଲକାତା: ବିଶ୍ୱବିଦ୍ୟାଳୟ କୁଳାଧିପତି ବିଲ୍ ପଶ୍ଚିମବଙ୍ଗ ବିଧାନସଭାରେ ପାସ୍ ହୋଇଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣାଯାଇଥିଲା । ଏଣିକି ରାଜ୍ୟପାଳ କୁଳାଧିପତି ପଦବୀରେ ରହିପାରିବେ ନାହିଁ । ଏଣିକି ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦବୀ ମୁଖ୍ୟମନ୍ତ୍ରୀ…
Read More...

ଥମିବାର ନାଁ ନେଉନି ବୀରଭୂମ ହିଂସା: ପୁଣି ଜଣେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା

ପଶ୍ଚିମବଙ୍ଗ: ଦିନକୁ ଦିନ ଅଶାନ୍ତ ହେବାକୁ ଲାଗିଛି ପଶ୍ଚିମବଙ୍ଗ । ଥମିବାର ନାଁ ନେଉନାହିଁ ବୀରଭୂମ ହିଂସା। ବୀରଭୂମରେ ପ୍ରାୟ ୧୦ ଜଣଙ୍କୁ ଜୀବନ୍ତ ଦଗ୍ଧ କରିବା ଘଟଣା ସମସ୍ତ ଦେଶବାସୀଙ୍କୁ ନିର୍ବାକ କରିଥିବା ସମୟରେ ବର୍ତ୍ତମାନ ନାଦିଆ ଜିଲ୍ଲାରେ ଆଉ ଜଣେ ଟିଏମସି ନେତାଙ୍କୁ ନିର୍ମମ ଭାବେ…
Read More...

ପଶ୍ଚିମବଙ୍ଗ ସରକାରଙ୍କର ବଡ ନିଷ୍ପତ୍ତି : ୧୦ମ ବୋର୍ଡ ପରୀକ୍ଷାରେ ବନ୍ଦ ରହିବ ଇଣ୍ଟରନେଟ

ମୁର୍ଶିଦାବାଦ: ଦେଶରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ୧୦ମ ବୋର୍ଡ ପରୀକ୍ଷା ସମୟରେ ରାଜ୍ୟର କିଛି ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛନ୍ତି। ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ଜଣେ ଅଧିକାରୀ କହିଛନ୍ତି କି, ସୋମବାରଠାରୁ…
Read More...

୯ ଜଣ ଖେଳାଳିଙ୍କୁ ଚୟନ କଲା କୋଲକାତା କ୍ରିକେଟ ସଂଘ

କୋଲକାତା(ରିପୋର୍ଟସ ଟୁଡେ) : ଇଡେନ ଗାର୍ଡେନରେ ଆଜି ବିସିସିଆ ଟୁର୍ଣ୍ଣମେଣ୍ଟ ପାଇଁ ୯ ଜଣ ଖେଳାଳିଙ୍କୁ ଚୟନ କରିଛି କୋଲକାତା କ୍ରିକେଟ ସଂଘ । ପ୍ରତେକ ଟିମରେ ଚାରି ଜଣ ଖେଳାଳି ଯୋଗ ଦେଇଛନ୍ତି । କୋଲକାତା କ୍ରିଟେକ ସଂଘର ସେକ୍ରେଟେରି ଦେବବ୍ରତ ଦାସଙ୍କ କହିବା ଅନୁଯାୟୀ ୧୯ ବର୍ଷରୁ କମ ବୟସର…
Read More...