ବିନା ନିମନ୍ତ୍ରଣରେ ବାହାଘରରେ ପଶିଗଲା ବାଘ, ଦୈାଡିଲେ ଅତିଥି…
ଚାଲିଥିଲା ବାହାଘର । ସବୁ ଅତିଥିଙ୍କୁ ହୋଇଥିଲା ନିମନ୍ତ୍ରଣ । ହେଲେ ବିନା ନିମନ୍ତ୍ରଣରେ ପହଞ୍ଚିଲେ ବାଘ ମାମୁଁ । ବାଘ ମାମୁଁଙ୍କ ଉପସ୍ଥିତିକୁ ନେଇ ଭୟରେ ଏଣେ ତେଣେ ଦୈାଡିଲେ ସମସ୍ତେ । ଇଏ କେଉଁ କାହାଣୀ ନୁହେଁ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ। ବୁଧବାର…
Read More...
Read More...