ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି,୧୬ ତାରିଖ କୁ ଘନିଭୂତ ହେବା ସମ୍ଭାବନା
ଦକ୍ଷିଣପୂର୍ବ ବଙ୍ଗୋପସାଗର ପାଶ୍ୱର୍ବତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।ଲଘୁଚାପ ପ୍ରଭାବରେ ୧୫ ତାରିଖ ଠାରୁ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ସମ୍ଭାବନା ରହିଛି ।ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି ।ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଗତି କରି ଘନୀଭୂତ ହୋଇ…
Read More...
Read More...