ତତଲା କଢ଼େଇ ପାଲଟିଲା ରାଜଧାନୀ ଭୁବନେଶ୍ୱର: ୪୦ ଡ଼ିଗ୍ରୀ ଛୁଇଁଲା ପାରଦ
ଭୁବନେଶ୍ୱର: ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛି ଓଡ଼ିଶା । ତେବେ ଆଜି ତତଲା କଢ଼େଇ ପାଲଟିଛି ରାଜଧାନୀ ଭୁବନେଶ୍ୱରର ଅବସ୍ଥା । ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ସାଙ୍ଗକୁ ଗରମ ଅନୁଭୂତ ହେଉଥିବା ସମୟରେ ଏବେ କିନ୍ତୁ ରାଜଧାନୀରେ ଖରା ଅସମ୍ଭାଳ ।ପାଣିପାଗ ବିଭାଗ ପକ୍ଷରୁ ସୂଚନା…
Read More...
Read More...