Browsing Tag

Wayanad landslides

ୱାୟନାଡରେ ମୃତକଙ୍କ ସଂଖ୍ୟା ୨୭୦କୁ ବୃଦ୍ଧି, ସର୍ଚ୍ଚ ଅପରେସନ ଜାରି

ୱାୟନାଡ଼ : ୱାୟନାଡ଼ରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୨୭୦ରେ ପହଞ୍ଚିଛି। ୨୨୫ ଜଣ ଏବେ ବି ନିଖୋଜ ଅଛନ୍ତି। ୧୬୭ ମର ଶରୀରର ବ୍ୟବଚ୍ଛେଦ ଶେଷ ହୋଇଛି। ୫୨ଟି ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ବି ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି ।…
Read More...