ବର୍ଷେ ପୂର୍ବେ ୱାୟନାଡ ବିପର୍ଯ୍ୟୟର ପୂର୍ବାନୁମାନ କରିଥିଲେ ଛାତ୍ରୀ, ସତ ହେଲା ଭବିଷ୍ୟବାଣୀ
ୱାୟନାଡ : ସତ ହେଲା ଛାତ୍ରୀଙ୍କ ଭବିଷ୍ୟବାଣୀ । କେରଳର ୱାୟନାଡ ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନକୁ ନେଇ ଜଣେ ଛାତ୍ରୀ ଏକ ବର୍ଷ ପୂର୍ବରୁ ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।…
Read More...
Read More...