Browsing Tag

war

ଆଜି ଅପରେସନ ‘ସିନ୍ଦୂର’କୁ ନେଇ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ-: ଆଜି ଅପରେସନ ‘ସିନ୍ଦୂର’କୁ ନେଇ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣେଲ ସୋଫିଆ କୁରେଶୀ କହିଛନ୍ତି ଯେ ଗତ ରାତିରେ ପାକିସ୍ତାନ ସେନା ସୀମାରେ କରିଥିଲା ଆକ୍ରମଣ। ବାୟୁ ସୀମାରେ…
Read More...

ଭାରତ-ପାକିସ୍ତାନ ଉତ୍ତେଜନା ସ୍ଥିତି ମଧ୍ୟରେ ଟେରିଟୋରିଆଲ୍‌‌ ଆର୍ମିର ଅଧିକାରୀ ଓ ଯବାନମାନଙ୍କୁ ତୁରନ୍ତ କାର୍ଯ୍ୟରେ…

ନୂଆଦିଲ୍ଲୀ-: ଭାରତ-ପାକିସ୍ତାନ ଉତ୍ତେଜନା ସ୍ଥିତି ମଧ୍ୟରେ ଟେରିଟୋରିଆଲ୍‌‌ ଆର୍ମିକୁ ଡକରା ହୋଇଛି। ଭାରତ ସରକାର ଏ ନେଇ ସ୍ଥଳସେନା ମୁଖ୍ୟଙ୍କୁ ଦାୟିତ୍ୱ ଦେଇଛନ୍ତି। ଟେରିଟୋରିଆଲ୍‌‌ ଆର୍ମିର ଅଧିକାରୀ ଓ ଯବାନମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଛି। ସେନାକୁ ସହଯୋଗ…
Read More...

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଲେ ଅଘୋଷିତ ଯୁଦ୍ଧ ପରିସ୍ଥିତିର ସମୀକ୍ଷା

ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନ ଅପରେସନ ‘ସିନ୍ଦୂର’ର ପ୍ରତିଆକ୍ରମଣ କରିବା ପରେ ଭାରତ ପକ୍ଷରୁ ଗୁରୁବାର ରାତି ସାରା ପାକ୍‌ର ଏକାଧିକ ସହର ଉପରେ ଘନ ଘନ ଆକ୍ରମଣ କରାଯାଇଥିଲା। ରାଜଧାନୀ…
Read More...

ଭାରତରେ ଆଉ ଚାଲିବନି ପାକିସ୍ତାନୀ ଫିଲ୍ମ, ଗୀତ, ଓ୍ୱେବ୍ ସିରିଜ୍ କିମ୍ୱା ପୋଡକାଷ୍ଟ

ନୂଆଦିଲ୍ଲୀ-: ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ୯ ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିଛି । ଏହାରି ମଧ୍ୟରେ ପାକିସ୍ତାନ ଉପରେ ସାଇବର ଆଟାକ୍ କରିଛି ଭାରତ । ପାକିସ୍ତାନର ସମସ୍ତ OTT ପ୍ଲାଟଫର୍ମ ବ୍ୟାନ କଲା ଭାରତ। ଭାରତରେ ଆଉ ଚାଲିବନି ପାକିସ୍ତାନୀ ଫିଲ୍ମ, ଗୀତ, ଓ୍ୱେବ୍ ସିରିଜ୍…
Read More...

ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସ୍ଥାୟୀ ବ୍ଲାକଆଉଟ ଘୋଷଣା କଲେ ପଞ୍ଜାବ ସରକାର

ନୂଆଦିଲ୍ଲୀ-: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ସେବେଠାରୁ ହତାଶ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରିଚାଲିଛି । ଏହାକୁ ଦୃଷ୍ଟିରେ…
Read More...

ଆକ୍ରମଣର ସ୍ଥାନ ଭାରତ ସ୍ଥିର କରିବ, କିନ୍ତୁ ଏହା କେଉଁଠାରେ ଶେଷ ହେବ ତାହା ଆମେ ସ୍ଥିର କରିବୁ

ନୂଆଦିଲ୍ଲୀ-: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ପ୍ରତିଦିନ ପାକିସ୍ତାନ ପକ୍ଷରୁ କିଛି ନା କିଛି ବିବାଦୀୟ ବୟାନ୍ ସାମ୍ନାକୁ ଆସୁଛି । ଏମିତିକି ଯୁଦ୍ଧ ବିରତିକୁ ଉଲ୍ଲଂଘନ କରି ସୀମାରେ ଗୁଳି ବର୍ଷା କରୁଛି ପାକିସ୍ତାନ । ଯେକୌଣସି…
Read More...

ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ପରେ ସେନାକୁ ମିଳିଛି ଗ୍ରୀନ୍ ସିଗନାଲ୍

ନୂଆଦିଲ୍ଲୀ-: ଖୁବଶୀଘ୍ର ଭାରତୀୟ ସେନା ନେବ ପହଲଗାମ ଆକ୍ରମଣର ପ୍ରତିଶୋଧ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ପରେ ସେନାକୁ ମିଳିଛି ଗ୍ରୀନ୍ ସିଗନାଲ୍ । ପାକିସ୍ତାନଠୁ ପହଲଗାମ୍ ହମଲାର ବଦଲା ନେବାକୁ ଭାରତର ତିନି ସେନାର ହାତ ଖୋଲି ଦେଇଛନ୍ତି ସରକାର । ଯେକୌଣସି…
Read More...

ଋଷ-ୟୁକ୍ରେନ୍ ଯୁଦ୍ଧରେ ୭୫,୦୦୦ରୁ ଅଧିକ ଋଷ ସୈନ୍ୟ ମୃତାହତ ହେଲେଣି

ୱାସିଂଟନ: ୟୁକ୍ରେନ୍- ରୁଷ୍ ଯୁଦ୍ଧରେ ରୁଷିଆର କେତେ ସୈନ୍ୟ ମୃତାହତ ହୋଇଛନ୍ତି ତା’ର ଏକ ଆକଳନ କରିଛି ଆମେରିକା। ନିକଟରେ ୟୁକ୍ରେନ୍ ଗସ୍ତ କରିଥିବା ଜଣେ ସାଂସଦ ବୁଧବାର କହିଛନ୍ତି ଯେ ଆମେରିକାର ବୈଦେଶିକ ବିଭାଗ, ପ୍ରତିରକ୍ଷା ବିଭାଗ ଓ ଗୋଇନ୍ଦା ବିଭାଗର ଆକଳନ ଅନୁସାରେ ୟୁକ୍ରେନ୍…
Read More...

“ତୁମେ କଳା ଲୋକ, ୟୁକ୍ରେନ ଛାଡ”

ଖାରକିଭ୍: ଘନ ଘନ ଚାଲିଛି ମିଶାଇଲ ମାଡ । ଯୁଦ୍ଧରେ ଥରହର ୟୁକ୍ରେନ । ହେଲେ ହାର ମାନିବାକୁ ନାରାଜ ୟୁକ୍ରେନ । ଦେଶର ନାଗରିକଙ୍କ ଚିନ୍ତାରେ ୟୁକ୍ରେନର ରାଷ୍ଟ୍ରପତି । ଏପଟେ ଭାରତୀୟ ଦୂତାବାସର ପରାମର୍ଶ ତୁରନ୍ତ ଖାରକିଭ୍ ଛାଡିବାକୁ । ୟୁକ୍ରେନ ସମୟ ୬ ଟା ସୁଦ୍ଧା ଖାରକିିଭ୍ ଛାଡିବାକୁ…
Read More...

୧୮ ହଜାର ବର୍ଷ ପଛକୁ ଚାଲି ଯିବ ଦୁନିଆ!

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଲଢ଼େଇ ମଝିରେ ପରମାଣୁ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି । ଲଢ଼େଇ ବର୍ତ୍ତମାନ ସମୟରେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି, କିନ୍ତୁ ତଥାପି ସଙ୍କଟ ଜାରି ରହିଛି । ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି ଓ ଋଷର…
Read More...