ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ଭୋଟ ଦେଲେ ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡ ଅଭିନେତା କଲେ ମତ ସାବ୍ୟସ୍ତ । ସେ ଭାରତରେ ପ୍ରଥମ ଥର ଭୋଟ ଦେଇଛନ୍ତି । ସେ ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ଭୋଟ ଦେଇଥିବା ସେ କହିଛନ୍ତି । ତେବେ ସେ ଭାରତୀୟ ନାଗରିକତା ପାଇବା ପରେ ପ୍ରଥମ ଥର ପାଇଁ ଭୋଟ ଦେବା ବିଷୟରେ କହିଛନ୍ତି ଯେ , ଏହା ବହୁତ ଭଲ…
Read More...
Read More...