Browsing Tag

VK Pandian

କଟକ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

କଟକ: କଟକ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ ।ଆଠଗଡରେ ପହଞ୍ଚି ବିକାଶ କାର୍ଯ୍ୟର ସମିକ୍ଷା କରୁଛନ୍ତି ୫ଟି ସଚିବ । ଲୋକଙ୍କୁ ଭେଟି ଦରଖାସ୍ତ ଗ୍ରହଣ କରୁଛନ୍ତି ୫ଟି ସଚିବ । ଯେଉଁ ସବୁ ଦାବି ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଚାଷୀଙ୍କ ସମସ୍ୟାର…
Read More...

ନୂଆ ରୂପ ପାଇବ ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଖର୍ଚ୍ଚ ହେବ ୧୫.୫୮ କୋଟି

ଭୁବନେଶ୍ୱର: ବାଲେଶ୍ୱର ପ୍ରସିଦ୍ଧ ଶୌବପୀଠ ପଞ୍ଚଲିଙ୍ଗେସ୍ୱର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ୟ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।ସୂଚନାଯୋଗ୍ୟ ଯେ…
Read More...

ବଢ଼ିଲା ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ, ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ

ବଢ଼ିଲେ ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀ।ଆହୁରୀ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇବେ ମଧୁବାବୁ ପେନସନ୍ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏବେ ରାଜ୍ୟରେ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଥିବା ବେଳେ ନୂଆ ହିତାଧିକାରୀ ମିଶିବା ପରେ ଏହି ସଂଖ୍ୟା…
Read More...

୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନ

ବଲାଙ୍ଗୀର: ୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ୱିତୀୟ ଦିନ । ତୃଣମୂଳସ୍ତରର ବିକାଶର ନନଷ୍ଟପ ସମୀକ୍ଷା । ବଲାଙ୍ଗୀର ସମଲେଇ ମାଁଙ୍କୁ ଦର୍ଶନ କରି ରୂପାନ୍ତର ପାଇଁ ସେବାୟତଙ୍କ ସହ ଆଲେଚନା କରିଛନ୍ତି । ଖୁବଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ କରାଯିବ । ଜିଲ୍ଲା ମନ୍ଦିରର ପ୍ଲାନ କରି ପଠାଇବେ…
Read More...

ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ

ଭୁବନେଶ୍ୱର: ଓଡିଶାରେ ପ୍ରତିଷ୍ଠା ହେବ ସିଲିକନ କାର୍ବାଇଡ ପ୍ଲାଣ୍ଟ । ଆମେରିକାର ସିଲିକନ ଗ୍ରୁପ ଓଡ଼ିଶାରେ କରିବ ପୁଞ୍ଜିନିବେଶ । ସିଲିକନ ପାୱାର ଗ୍ରୁପ ୧ ହଜାର କୋଟିର ପୁଞ୍ଜି ନିବେଶ କରିବ । ଓଡିଶାରେ ପ୍ରଥମ ଥର ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ। ୧୫୦ MM କ୍ଷମତା ସଂପନ୍ନ ସିଲିକନ୍…
Read More...

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ରାଜ୍ୟ ସରକାରଙ୍କ ଏମଓୟୁ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ଲକ୍ଷ୍ୟରେ ଆମେରିକା ଗସ୍ତରେ ଥିବା ରାଜ୍ୟ ସରକାରଙ୍କୁ ମିଳିଛି ସଫଳତା । ଆମେରିକା ସହ ଓଡ଼ିଶାର ସମ୍ପର୍କ ନିବିଡ ଲକ୍ଷ୍ୟରେ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ସଫଳ ହେଇଛି । ଆମେରିକାର ବାରକେଲେ ସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ସହିତ…
Read More...

ଦେବଗଡ ବିକାଶର ସମୀକ୍ଷା ପାଇଁ ଗ୍ରାଉଣ୍ଡରେ ୫ଟି ସଚିବ

ଦେବଗଡ: ଦେବଗଡ ବିକାଶର ସମୀକ୍ଷା ପାଇଁ ଗ୍ରାଉଣ୍ଡରେ ପହଞ୍ଚି ଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ବରଗଡ ପଡିଆରେ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ଭେଟି ଆଲେଚନା କରିଛନ୍ତି ୫ଟି ସଚିବ । ଜିଲ୍ଲାର ସମସ୍ତ କଲେଜରୁ ୫ଟି ଉପକ୍ରମରେ ସାମିଲ କରାଯିବ । ନୂଆବର୍ଷ ପୂର୍ବରୁ ଏହାର ରୂପାନ୍ତର କରାଯିବ ।…
Read More...

ବାଲେଶ୍ୱର ଜିଲ୍ଲା ବସ୍ତାରେ ହେବ ହାଇଜେନିକ ଫିସ ମାର୍କେଟ୍

ବାଲେଶ୍ୱର : ବାଲେଶ୍ୱରରେ ହେବ ଫିସ ମାର୍କେଟ୍ । ବାଲେଶ୍ୱର ଜିଲ୍ଲା ବସ୍ତାରେ ହେବ ହାଇଜେନିକ ଫିସ ମାର୍କେଟ୍ । ଫଳରେ ଅଞ୍ଚଳର ଉନ୍ନତି ହେବା ସହ ନିଯୁକ୍ତି ପାଇପାରିବେ ସ୍ଥାନୀୟ ଲୋକେ । ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଥିବା ୫ଟି ସଚିବ ଭି କେ ପାଣ୍ଡିଆନ ଏପରି କହିଛନ୍ତି । ବାଲେଶ୍ୱର ଗସ୍ତରେ…
Read More...

ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ

ବାଲେଶ୍ୱର : ବାଲେଶ୍ୱର ଗସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ । ଉନୟନ ପ୍ରକଳ୍ପର ସମୀକ୍ଷା ପାଇଁ ଆଜିଠୁ ଦୁଇଦିନିଆ ବାଲେଶ୍ୱର ଗସ୍ତରେ ୫ଟି ସଚିବ । ବାଲେଶ୍ୱର ଜିଲ୍ଲା କୁନାରୀ ପଞ୍ଚାୟତ ପଡିଆରେ ଜନସାଧାରଣ ଓ ମିଶନ ଶକ୍ତି ମାଆ ମାନଙ୍କ ସହିତ କରିଛନ୍ତି ଆଲୋଚନା ।ଆଲୋଚନା ବେଳେ ୭ଦିନ ମଧ୍ୟରେ…
Read More...

୫ଟି ସଚିବକଙ୍କ ଭଦ୍ରକ ଗସ୍ତର ଦ୍ୱିତୀୟ ଦିନ

ଭଦ୍ରକ:ମୁଖ୍ୟମନ୍ତ୍ରୀ ଶ୍ରୀୟୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ଗସ୍ତରେ ଥିବା 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ…
Read More...