ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍ରେ ଲାଗିଲା ନିଆଁ
ଛତିଶଗଡର କୋରବା ଠାରୁ ବିଶାଖାପାଟଣାରେ ପହଞ୍ଚିଥିବା ଟ୍ରେନ୍ କୋଚରେ କୋରବା ଏକ୍ସପ୍ରେସ (୧୮୫୧୭)ରେ ଆଜି ହଠାତ୍ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଟ୍ରେନ୍ କୋରବା ଠାରୁ ତିରୁମାଲା ଅଭିମୁଖେ ବାହାରିଥିଲା । ଷ୍ଟେସନରେ ଟ୍ରେନ୍ ଅଟକି ଥିବା ବେଳେ ହଠାତ୍ ନିଆଁ ଲାଗିଗଲା । ବିଶାଖାପାଟଣା…
Read More...
Read More...