ଆଶ୍ଚର୍ଯ୍ୟ କଲେ ଗୁଗୁଲ୍ ବଏ
କୌନ୍ ବନେଗା କରୋଡ ପତି’ରେ ବିଗ୍ ବି ଅମିତାଭ ବଚ୍ଚନଙ୍କର ଉଡିଲା ହୋସ୍ । ୮ ବର୍ଷର ଗୁଗୁଲ ବୟର ଜ୍ଞାନ ଦେଖି ଆଶ୍ଚର୍ୟ୍ୟ ହେଲେ ବିଗ୍ ବି । ‘କୌନ୍ ବନେଗା କରୋଡପତି ଜୁନିୟରସ’ରେ ଅନେକ ପିଲାମାନେ ଭାଗ ନେଉଛନ୍ତି। ସମସ୍ତ ପିଲାମାନେ କେହି କାହାଠାରୁ କମ୍ ନୁହଁନ୍ତ । ସେମାନଙ୍କର ପ୍ରିତିଭା ଏବଂ…
Read More...
Read More...