Browsing Tag

viral news

ସ୍ୱାମୀ ପ୍ରେମ ଲାଗିଲା ପିତା ଦେଢଶୁର ସାଙ୍ଗେ ଛୁ ମାରିଲା ଭାଇ ବୋହୁ

ଅନୁଗୁଳ: ପାରିବାରିକ ସମ୍ପର୍କରେ ଲାଗିଲା କଳଙ୍କ । ସମ୍ପର୍କର ସବୁ ସୀମା ଡେଇଁଗଲେ ଦେଡଶୁର- ଭାଇବୋହୁ । ଜନ୍ମକଲା ୨ ଝିଅଙ୍କୁ ଛାଡି ଫେରାର ହୋଇଗଲେ ଉଭୟ । ଶାସ୍ତ୍ର ଅନୁଯାୟୀ ଦେଢଶୁରକୁ ଛୁଇଁବା ମନା । କୁହାଯାଏ ଭାଇ ବୋହୁ ଦେଢଶୁରକୁ ଛୁଇଁଲେ ଘୋର ପାପ ଲାଗେ । କିନ୍ତୁ ଏଠି ଘଟଣା ପୂରାପୂରି…
Read More...

ଧର୍ମ ନାଁ’ରେ ପାଲଟିଲେ ଅନ୍ଧ: ଭୁଲିଗଲେ ମାନବିକତା ଓ ମୂଲ୍ୟବୋଧ

ନୂଆଦିଲ୍ଲୀ: ଦର୍ଶକ ବନ୍ଧୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମାନ । ଏକଥା ଖାଲି କଥାରେ କହୁ କିମ୍ଭା ବହିରେ ପଢ଼ୁ । କିନ୍ତୁ ତା ବାସ୍ତବ ଜୀବନରେ ପୁରା ଓଲଟା । ଏକଥା ଆମେ କହୁନୁ ଏହି ଚିତ୍ର ହିଁ ବୟାନ କରୁଛି ଏଠାର ଧାର୍ମିକ ଭାବନାକୁ । ଭଲ କି ଦେଖନ୍ତୁ ଏହି ଭିଡ଼ିଓକୁ । ଏଥିରେ କିଛି…
Read More...

ଦିନେ କାଟୁଥିଲେ ଚୁଟି ଏବେ ହେଲେ କରୋଡପତି, ଜାଣନ୍ତୁ ସଂଘର୍ଷର କାହାଣୀ

ଭୁବନେଶ୍ୱର: ରାତି ପରେ ଦିନ ଯେମିତି ଅଛି ସେମିତି ଦୁଃଖ ପରେ ସୁଖ ରହିଛି । ଆଜି ଯିଏ ଭିକାରୀ କାଲି ସେ କୋଟି ପତି । କିଏ କହିପାରିବ କାହାର ଭାଗ୍ୟ କେତେ ବେଳେ ବଦଳିବ । ମଣିଷ ଜୀବନରେ ତ ଅନେକ ସଂଘର୍ଷ ଥାଏ । କିନ୍ତୁ ଜିଏ ସେହି ସଂଘର୍ଷ ସମୟ ପାର କରି ଆଗକୁ ବଢ଼ିଥାଏ ସିଏ ହଁ ପ୍ରକୃତ ସଫଳତାର…
Read More...