ଭିନେଶ ଫୋଗଟ୍ଙ୍କୁ ମିଳିବ କି ଯୁଗ୍ମ ରୌପ୍ୟ ପଦକ? ଆଜି ଆସିବ ରାୟ
ଆଜି ଆସିପାରେ ଭିନେଶ ଫୋଗଟଙ୍କ ଆବେଦନର ରାୟ । ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବାରୁ ଯୁଗ୍ମ ରୌପ୍ୟ ପଦକ ପାଇଁ ଆଜି ରାୟ ଶୁଣାଇ ପାରନ୍ତି କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ ।
କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ…
Read More...
Read More...