Browsing Tag

vijay hazare trophy

ବିଜୟ ହଜାରେ ଟ୍ରଫିକୁ ଫେରିବେ ଶୁଭମନ ଗିଲ!

ନିକଟରେ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁଭମନ ଗିଲଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇ ନଥିଲା। ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଥିବା 26 ବର୍ଷୀୟ ଖେଳାଳିଙ୍କୁ କ୍ଷୁଦ୍ରତମ ଫର୍ମାଟରେ ବ୍ୟାଟ୍ ସହିତ ଦୀର୍ଘ…
Read More...

ବିଜୟ ହଜାରେ ଟ୍ରଫିରେ ୪ ୱିକେଟରେ ଜିତିଲା ଓଡ଼ିଶା

ଭୁବନେଶ୍ଵର: ବିଜୟ ହଜାରେ ଟ୍ରଫିରେ ଜିତିଲା ଓଡ଼ିଶା । ସର୍ଭିସେସ୍ ବିପକ୍ଷରେ ୪ ୱିକେଟରେ ଜିତିଲା ଓଡ଼ିଶା । ୮୪ ରନ୍ ଟାର୍ଗେଟକୁ ୬ ୱିକେଟ ହରାଇ ହାସଲ । ରାଜେଶ ମହାନ୍ତି ଓ ସମ୍ବିତ ବରାଳଙ୍କ ଘାତକ ବୋଲିଂ । ଓଡ଼ିଶା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ, ୨୫ ବର୍ଷୀୟ ଖେଳାଳି…
Read More...

ବିଜୟ ହଜାରେ ଟ୍ରଫିର ଓଡ଼ିଆ ପୁଅ ସ୍ବସ୍ତିକ ସାମଲଙ୍କ ଦ୍ବିଶତକ, ୧୬୯ ବଲ୍‌ରୁ ୨୧୨ ରନ୍‌

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର ଓଡ଼ିଆ ପୁଅ ସ୍ବସ୍ତିକ ସାମଲଙ୍କ ଦ୍ବିଶତକ । ସୌରାଷ୍ଟ୍ର ବିପକ୍ଷରେ ସ୍ବସ୍ତିକଙ୍କ ବିସ୍ଫୋରକ ଦ୍ବିଶତକ । ୨୧ଟି ଚୌକା, ୮ଟି ଛକା ଜରିଆରେ ୧୬୯ ବଲ୍‌ରୁ ୨୧୨ ରନ୍‌ । ଅଧିନାୟକ ବିପ୍ଲବ ସାମନ୍ତରାୟଙ୍କ ଶତକ । ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୬ ୱିକେଟ୍‌ରେ ୩୪୫…
Read More...

୧୫ ବର୍ଷ ପରେ ବିଜୟ ହଜାରେ ଟ୍ରଫିକୁ ଫେରିବେ ବିରାଟ କୋହଲି

ବିଜୟ ହଜାରେ ଟ୍ରଫିକୁ ୧୫ ବର୍ଷ ପରେ ଫେରିବେ ବିରାଟ କୋହଲି । ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଟେଷ୍ଟ ଏବଂ ଟି୨୦ ଫର୍ମାଟରୁ ଅବସର ନେଇଥିବା ଷ୍ଟାର ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ୧୫ ବର୍ଷ ପରେ ସେ ଏକ ପ୍ରମୁଖ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପ୍ରସ୍ତୁତ ହୋଇଛନ୍ତି । ଦକ୍ଷିଣ…
Read More...