ରଶ୍ମିକା–ବିଜୟଙ୍କ ପୋଷ୍ଟରେ ଚର୍ଚ୍ଚା, ପ୍ରେଗ୍ନେନ୍ସି ନେଇ ଫ୍ୟାନ୍ସମାନଙ୍କ ଅନୁମାନ
Mumbai: ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଜୋଡ଼ି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା ପୁଣିଥରେ ଖବରରେ ଆସିଛନ୍ତି। ବିବାହର ଗୋଟିଏ ମାସ ପରେ ରଶ୍ମିକାଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଏବେ ଫ୍ୟାନ୍ସମାନଙ୍କ ମଧ୍ୟରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ନିକଟରେ ରଶ୍ମିକା ଇନଷ୍ଟାଗ୍ରାମରେ…
Read More...
Read More...