Browsing Tag

Vigilance

ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା

କେନ୍ଦୁଝର: ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା । ୧୦ ହଜାର ଟଙ୍କା ଲଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ଜମି ଭାଗବଣ୍ଟା ମାମଲା ସମାଧାନ ପାଇଁ ଟାଙ୍ଗରତଳି ଗାଁର ବନମାଳୀ ପଲେଇଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଦେବାଶିଷ…
Read More...

ଲାଞ୍ଚନେଲା ବେଳେ ମାଡିବସିଲା ଭିଜିଲାନ୍ସ

ଗଞ୍ଜମ /ରଜନୀକାନ୍ତ ପାତ୍ର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍…
Read More...

୮୦ ହଜାର ଟଙ୍କା ଲାଂଚ ନେଉଥିଲେ ଜିଏସଟି ବାବୁ, ମାଡି ବସିଲା ଭିଜିଲାନ୍ସ

ପାରାଦ୍ୱିପ:୮୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଜିଏସଟି ବିଭାଗ ଏନଫୋର୍ସମେଣ୍ଟ ୟୁନିଟ୍ର ସିଟି ଆଣ୍ଡ ଜିଏସଟି ଅଫିସର ଚିତ ରଂଜନ ମହାନ୍ତି । ଜଣେ ବ୍ୟବସାୟୀଙ୍କ ଡକ୍ୟୁମେଣ୍ଟ ରିଲିଜ୍ ଓ କେସ୍ ମ୍ୟାଟର କ୍ଲୋଜ କରିବା ପାଇଁ ସେ ଏହି ୮୦ ହଜାର ଟଙ୍କା ଡିମାଣ୍ଡ…
Read More...

ଏସିଏଫଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ: ଭିଜିଲାନ୍ସ ଜାଲରେ ଏସିଏଫ୍ । ବିପୁଳପରିମାଣର ଟଙ୍କା ନେଇ ଯାଉଥବବାବେଳେ ଲମତାପୁଟ ବନାଞ୍ଚଳ ଅଧିକାରୀ ସୁରଜିତ କୁମାର ସାହୁଙ୍କୁ ଧରିଲା ଭିଜିଲାନ୍ସ । ସୁରଜିତ କୋରାପୁଟରୁ ଭୁବନେଶ୍ୱର ଫେରୁଥିବା ସମୟରେ ଭିଜିଲାନ୍ସର ୬ଜଣିଆ ଟିମ ମାଡିବସିଥିଲେ । ସୂଚନା ମୁତାବତ ସୁରଜିତ ଗତକାଲି…
Read More...

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି ନନ୍ଦୀ କିଶୋର ନାଥ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି ନନ୍ଦୀ କିଶୋର ନାଥ | ରାଉରକେଲା ଆର୍ଡବ୍ଲୁ ଡିଭିଜନର କନିଷ୍ଠ କିରାଣୀ ନନ୍ଦୀ ନାଥ | ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର କାର୍ଯ୍ୟାଳୟ ଓ ବାସଭବନ ସମେତ ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା…
Read More...

ଭିଜିଲାନ୍ସ ଜାଲରେ ସିନିୟର୍ ରେଭେନ୍ୟୁ ଆସିଷ୍ଟାଣ୍ଟ

ପୁରୀ/ଜୟନ୍ତ କୁମାର ସେଠି : ଭିଜିଲାନ୍ସ ଜାଲରେ ପୁରୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରି। 50 ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ସିନିୟର୍ ରେଭେନ୍ୟୁ ଆସିଷ୍ଟାଣ୍ଟ ଜିତୁ ରଂଜନ ଛାଟୋଇ। ଜଣେ ବ୍ୟକ୍ତିଙ୍କ ଜମିକୁ ଘର ବାଡ଼ି କିସମ…
Read More...

ଭିଜିଲାନ୍ସ ଜାଲରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ DM ଗୟା ସାନ୍ତରା

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଇଡକଲ୍ DM | ଭିଜିଲାନ୍ସ ଜାଲରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରା | ଗୟା ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ ଚାଲିଛି |…
Read More...

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ APO । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମନରେଗାର ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର(ଏପିଓ) ସୁଶାନ୍ତ କୁମାର ଦାସ। ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଏକ ପୋଖରୀ ମରାମତି…
Read More...

ଗିରଫ ହେଲେ ମୋଟୁ ଥାନା IIC

ଭୁବନେଶ୍ୱର: ଖାକି ବର୍ଦ୍ଦିରେ ଲାଗିଲା କଳଙ୍କ । ବେଆଇନ କାର୍ଯ୍ୟ କରି ବନ୍ଧା ହେଲେ ନିଜେ ଆଇନର ରକ୍ଷାକାରୀ । ପେଶାରେ ଜଣେ ପୋଲିସ, ସେ ପୁଣି ଆଇଆଇସି । ଅପରାଧୀଙ୍କୁ ବାନ୍ଧିବା ବଦଳରେ କିନ୍ତୁ ବେଆଇନ କାରବାରରେ ନିଜେ ହାଜତ ଭିତରକୁ ଚାଲି ଯାଇଛନ୍ତି ଜଣେ ଆଇଆଇସି । ଏହି ପୋଲିସ ବାବୁ ଜଣକ…
Read More...

ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ

ନୂଆପଡା- ଭିଜିଲାନ୍ସ ଜାଲରେ ପ୍ରାଣୀଧନ ଚିକିତ୍ସା ଅଧିକାରୀ ।୨ଲକ୍ଷ ୨୭ ହଜାର ଟଙ୍କା ଧରି ନିଜ ଗାଁ କଟକକୁ ଯାଉଥିବାବେଳେ ଜିଲ୍ଲା ସଦରର ତାରିଣୀ ଛକଠାରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତ୍ରିଲୋଚନଙ୍କୁ ଭିଜିଲାନ୍ସ ଗିରଫ କରି କଳହାଣ୍ଡି କୋର୍ଟକୁ ନିଆଯାଇଛି । ତାଙ୍କ ସରକାରୀ ବାସଭବନ ସହ…
Read More...