Browsing Tag

Vigilance

ଦାରିଙ୍ଗବାଡି BEOଙ୍କୁ ଗିରଫ କରିଛି ଭିଜିଲାନ୍ସ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି BEO। ଦାରିଙ୍ଗବାଡି ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ବାନ୍ଧିଥିବା କୁହାଯାଉଛି । ନ୍ୟାସନାଲ ପେନସନ ସ୍କିମରୁ ଟଙ୍କା ନିଜ…
Read More...

୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସହକାରୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା: ମହିଳା ସହକାରୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ । ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଂଗୀତା ମହାପାତ୍ର ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଠିକାଦାରଙ୍କଠାରୁ ୫୦ ହଜାର ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ । ୧୮ ଲକ୍ଷର ବିଲ୍‌ ପାସ୍‌ ପାଇଁ ୨…
Read More...

ଲାଞ୍ଚ ନେଲା ବେଳେ BRC ମଧୁସୁଦନ ପଟେଲଙ୍କୁ ଧରିଛି ଭିଜିଲାନ୍ସ

ବଲାଙ୍ଗିର/ ଜଗନ୍ନାଥ ଧାରୁଆ : ଭିଜିଲାନ୍ସ ଜାଲରେ BRC  । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ୟ୍ୟାଳୟ ବିଆରସି ମଧୁସୁଦନ ପଟେଲଙ୍କୁ ଧରିଛି ଭିଜିଲାନ୍ସ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଅନୁଯାୟୀ, ଦେଓଗାଁ ବ୍ଲକ ବିଆରସି ମଧୁସୁଦନ ପଟେଲ ପାଇଖାନା ନିର୍ମାଣ…
Read More...

ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ଏଏସଆଇ

କଟକ: ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ଏଏସଆଇ । କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଏଏସଆଇ ଆଲୋକ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ପୋଲିସ ଏଏସଆଇ ଆଲୋକ ଷଡ଼ଙ୍ଗୀ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏକ ମାମଲାରେ କୋହଳ ଦଫା ଲଗାଇବା ପାଇଁ ନହଙ୍ଗ…
Read More...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓଙ୍କୁ ଗିରଫ କରିଛି ଭିଜିଲାନ୍ସ

ଭୁବନେଶ୍ବର: କୋଟିପତି ଆରଟିଓ ବସନ୍ତ କୁମାର ମହାପାତ୍ର ହେଲେ ଗିରଫ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଗତକାଲି ବସନ୍ତଙ୍କ ଭଡ଼ାଘର, ପୈତୃକ ଘର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରି ୧୯କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି…
Read More...

ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ଜେଇ

ମାଲକାନଗିରି: ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ଜେଇ । ମାଲକାନଗିରି ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ । ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ…
Read More...

ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ, ୨୪ ଲକ୍ଷ ଜବତ

କଟକ: ଭିଜିଲାନ୍ସ ଜାଲରେ OMVD  ଟ୍ରାଫିକ ଇନ୍ସପେକ୍ଟର । ଜବତ ହେଲା ୨୪ ଲକ୍ଷ ଟଙ୍କା । ବେଆଇନ ଟଙ୍କା ନେଇ ଯାଉଥିବା ବେଳେ ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ । ଫୁଲନଖରା ତ୍ରିନାଥ ବଜାର ନିକଟରୁ ଧରିଛି । ତାଳଚେରାରୁ ଅସ୍ତରଙ୍ଗ ଆସୁଥିା ବେଳେ ଜିତେନ୍ଦ୍ରଙ୍କୁ…
Read More...

ଏସଡିଏ କାର୍ଯ୍ୟଳୟର ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

ସମ୍ବଲପୁର : ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟଳୟର ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଉଭୟ ବନ୍ଦିତା ମହାପାତ୍ର ଓ ଜୁନିଅର କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଗିଜିଲାନ୍ସ ରେଡ କରିଛି । ପ୍ଲାନିଂ ମେମ୍ବର…
Read More...

ମାଇନର ଇରିଗେସନ ସେକ୍ସନ ଅଫିସରକୁ ଧରିଲା ଭିଜିଲାନ୍ସ ଟିମ୍

ଭୁବନେଶ୍ୱର : ଭୁବନେଶ୍ୱର ମାଇନର ଇରିଗେସନ ସେକ୍ସନ ଅଫିସର କୁ ଧରିଲା ଭିଜିଲାନ୍ସ ଟିମ୍ । ୮ ହଜାର ଟଙ୍କା ଲଞ୍ଚ  ନେଉଥିବା ବେଳେ ଧରା ପଡିଲେ ସେକ୍ସନ  ଅଫିସର ଶୁଭକାନ୍ତ ସ୍ୱାଇଁ । ରୋଡ ସମୟରେ ତାଙ୍କ ଅଫିସ ଡ୍ରରୁ ୧୪ ହଜାର ୯୯୦ ଟଙ୍କା ଠାବ କରିଛି ଭିଜିଲାନ୍ସ ବିଭାଗ । ଏବେ ତିନୋଟି ସ୍ଥାନରେ…
Read More...

ଭିଜିଲାନ୍ସ ଜାଲରେ ନୟାଗଡ଼ ସବ ରେଜିଷ୍ଟର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ନୟାଗଡ଼ ସବ ରେଜିଷ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚଢ଼ାଉ । ସବରେଜିଷ୍ଟର ଶାଶ୍ୱତ କୁମାର ପଟ୍ଟନାୟକ ଙ୍କ ନୟାଗଡ଼ ଲେନ ୪ ସ୍ଥିତ ଭଡା ଘର,…
Read More...