Browsing Tag

Vigilance

ଭିଜିଲାନ୍ସ ସ୍କାନରରେ ରବିନ୍ଦ୍ର କୁମାର ମହାନ୍ତି

ବଲାଙ୍ଗୀର(ରିପୋର୍ଟର୍ସ ଟୁଡେ) : ଆୟବର୍ହିଭୁତ ସମ୍ପତି ଠୁଳ ମାମଲାରେ ଓଡିଶା ଭିଜିଲାନ୍ସ ଜାଲରେ ପଡିଛନ୍ତି ଜୁନିୟର କର୍ଲ୍କ ରବୀନ୍ଦ୍ର କୁମାର ମହାନ୍ତି ଓ ତାଙ୍କ ପତ୍ନୀ ମେଘଲତା ପଟ୍ଟନାୟକ । ଭିଜିଲାନ୍ସ ଏହି ପାଞ୍ଜ ଜଣିଆ ଟିମ୍ ଏକସଂଙ୍ଗରେ ପାଞ୍ଚଟି ସ୍ଥାନରେ ଚଢାଉ କରିଥିଲେ । ଏହି ଚଢାଉ…
Read More...

ଓଡିଶା ଷ୍ଟାଫ ସିଲେକସନ ସେକ୍ରେଟେରିଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଓଡିଶା ଷ୍ଟାଫ ସିଲେକସନ ସେକ୍ରେଟେରି ବିରଞ୍ଚି ନାରାୟଣ ସାହୁଙ୍କ ଏକାଧିକ ଘରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ୱରର ଏକ ସମୟରେ ୬ଟି ସ୍ଥାନରେ ଏହି ଭିଜିଲାନ୍ସ ଟିମ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ୩ଟି ଟିମ ମଧ୍ୟରେ ୪ ଡିଏସପି, ୧୩ ଇନିସପେକ୍ଟର ଓ…
Read More...

ଭିଜିଲାନ୍ସ ପଞ୍ଝାରେ କିରାଣୀ

( ମମତା ସାମଲ)ରିପୋର୍ଟସଟୁଡେ: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ କିରାଣୀ ଚତୁର୍ଭୁଜ ଖମାରୀ । ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ହରଭଙ୍ଗା ବ୍ଳକ ଭାବପୁର ଗାଁର ନର୍ମଦା ତାଣ୍ଡିଆ ନାମ୍ନୀ ମହିଳାଙ୍କ…
Read More...

ଓଡ଼ିଶା ଦୁର୍ନତି ସଂଘର୍ଷ ମଂଚର ୭ମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ

(ବିଶ୍ୱଜିତ ଦାସ): ଆଜି ଦି ପ୍ରେସ କ୍ଲବ ଓଡ଼ିଶା ପରିସରରେ ଓଡ଼ିଶା ଦୁନୀତି ସଂଘର୍ଷ ମଚଂର ୭ମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ର “ମୋ ସ୍ୱପ୍ନର ଓଡ଼ିଶା’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାଧାରଣ ସଂମ୍ପାଦକ ଇଂ ଜଗବଂଧୁ ଷଡ଼ଙ୍ଗୀ ମଚଂର କାର୍ଯ୍ୟକ୍ରମ ଓ…
Read More...

ଭିଜିଲାନ୍ସ ଜାଲରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜୁନିୟର କ୍ଲର୍କ

(ସେଖ ଫଇଜାନ କାଦରୀ ): ଭିଜିଲାନ୍ସ ଜାଲରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜୁନିୟର କ୍ଲର୍କ ନିରଞ୍ଜନ ପରିଡା । ମେଡିକାଲ କର୍ମଚାରୀ ଅନନ୍ତ ଚରଣ ମୁଣ୍ଡା ଙ୍କ ଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ନିରଞ୍ଜନ । ସୂଚନା ଅନୁଯାୟୀ ଆଜି ବାଲେଶ୍ଵର ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶ ରେ ଏକ…
Read More...

ରାଜ୍ୟସ୍ତରୀୟ ଦୁର୍ନିତୀ ନିବାରଣ ସେଚେତନତା ସପ୍ତାହ ଶେଷ

(ରିପେ।।ର୍ଟସ ଟୁଡ଼େ): ଭୁବନେଶ୍ୱରରେ ହେବ ଭିଜିଲାନ୍ସ ଏକାଡେମୀ। ଦୁର୍ନୀତି ନିବାରଣ ସପ୍ତାହରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଜିଲାନ୍ସ ମାମଲାରେ ୫୧ ପ୍ରତିଶତ ଦଣ୍ଡବିଧାନ କରାଯାଇଛି। ଏ ବର୍ଷର ପ୍ରଥମ ଦଶମାସରେ ୫୧ ପ୍ରତିଶତ ଦଣ୍ଡବିଧାନ ହୋଇଛି। ଗତ ଦୁଇ ବର୍ଷରେ…
Read More...

ଭିଜିଲାନ୍ସ ହାତରେ ପରଜଙ୍ଗ ବ୍ଲକ ହେଡକ୍ଲର୍କ

(ସର୍ବେଶ୍ୱର ପାତ୍ର ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହେଡକ୍ଲର୍କ ୧ହଜାର ଟଙ୍କା ଲାଞ୍ଚ ନେଲାବେଳକୁ ଭିଜିଲାନ୍ସ ହାତରେ । ଆଜି ବ୍ଲକ କ୍ୟାସିଅର ନିହାର ରଂଜନ ବେହେରାଙ୍କ ଠାରୁ ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୁଖ୍ୟ କିରାଣୀ ଅଭିରାମ ସେଠଙ୍କୁ ଢେଙ୍କାନାଳ ଭିଜିଲାନ୍ସ ଧରିଥିଲା ।…
Read More...

ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

(ସୌମ୍ୟ ରଞ୍ଜନ ସେଠୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲା ବଡସାହି ବ୍ଲକର ବାଗୁଲି ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ତାଙ୍କର ବାରିପଦାସ୍ଥିତ ବାସଭବନ ଉପରେ ଭିଜିଲାନ୍ସ ଟିମ୍ ପ୍ରଥମେ ଚଢଉ କରିଥିଲା। ତାପରେ ତାଙ୍କର…
Read More...

ଭିଜିଲାନ୍ସ ଜାଲରେ ଧରାପଡି ଗରିଫ ହେଲେ ଗ୍ରାମ ରୋଜଗାର ସେବକ

( ଓମ୍ ପ୍ରକାଶ ମିଶ୍ର): ଭିଜିଲାନ୍ସ ଜାଲରେ ଧରାପଡି ଗରିଫ ହେଲେ ଗ୍ରାମ ରୋଜଗାର ସେବକ ଅମିତ କୁମାର ଅଗ୍ରୱାଲ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ସିଘିଜୁବା ଗ୍ରାମ ପଞ୍ଚାୟତର (ଜିଆରଏସ ) ଗ୍ରାମ ରୋଜଗାର ସେବକ ଅମିତ କୁମାର ଅଗ୍ରୱାଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଲ୍ ମଜୁର ପାଇଁ…
Read More...

ଭିଜିଲାନ୍ସ ଜାଲରେ କିରାଣୀ

(ଆଦର୍ଶ ରାଉତ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କନ୍ଧମାଳର ଭିଜିଲାନ୍ସ ଟିମ୍ ଆଜି ଜି.ଉଦୟଗିରି ତହସିଲ ଅଫିସର ବରିଷ୍ଠ କିରାଣୀ ସୁଶୀଲ କୁମାର ସେନାପତିଙ୍କ ଘରଉପରେ ଚଢାଉ କରିଛନ୍ତି । କିରାଣୀଙ୍କ ବାସଭବନ ସମେତ କାର୍ଯ୍ୟଳୟରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଛନ୍ତି ।…
Read More...