Browsing Tag

vigilance raid

ଭିଜିଲାନ୍ସ ଟ୍ରାପରେ ସରକାରୀ ବାବୁ: ରିମାଣ୍ଡର ଦ୍ୱିତୀୟ ଦିନରେ ଚାଲିଥିଲା ଭିଜିଲାନ୍ସର ଜୋରଦାର ଜେରା

ଭୁବନେଶ୍ୱର: କଣ ଆପଣ ବି ସରକାରୀ ଚାକିରିଆ କି ? କଣ ଆପଣଙ୍କ ନିକଟରେ ବି ଅଛି ପୁଳା ପୁଳା ଆୟ ବହିର୍ଭୁତ ସମ୍ପତ୍ତି ? ତେବେ ହୋଇ ଯାଆନ୍ତୁ ସାବଧାନ୍ ? ଆପଣଙ୍କ ଅବସ୍ଥା ବି ହୋଇପାରେ ଏହି କୋଟିପତି ସରକାରୀ ବାବୁଙ୍କ ଭଳି ।କାରଣ ଯେତେ ଖୋଳିଲେ ସେତେ ବାହାରୁଛି କୁବେର ଯନ୍ତ୍ରୀଙ୍କ ଅମାପ…
Read More...

ଭିଜିଲାନ୍ସ ଜାଲ୍‌ରେ ଆର୍‌ଏମ୍‌ସି ଇନ୍ସପେକ୍ଟର

ଭୁବନେଶ୍ୱର:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଆର୍‌ଏମ୍‌ସି ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆର୍‌ଏମ୍‌ସି ଇନ୍ସପେକ୍ଟର ବନମାଳୀ ନାଏକଙ୍କ ଘର, ଅଫିସ୍ ସମେତ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ଅଫିସ୍,…
Read More...

ଭିଜିଲାନ୍ସ ଜାଲରେ କୋଟିପତି ଅଧୀକ୍ଷଣ ଯନ୍ତ୍ରୀ: ଚତୁର୍ଥ ଦିନରେ ସୁଦ୍ଧା ସରୁନି ଅମାପ ସମ୍ପତ୍ତିର ଗଣତି

ମାଲକାନଗିରି: କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ । ରେଡ୍ ସମୟରେ ମିଳିଲାଣି କୋଟି କୋଟି ଟଙ୍କାର ସମ୍ପତ୍ତି। ଚତୁର୍ଥ ଦିନରେ ବି ସରୁନି ଭିଜିଲାନ୍ସ ବିଭାଗର ଖୋଳତାଡ଼ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ…
Read More...

ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ, ୩୦ ଲକ୍ଷ ଟଙ୍କାର ଗାଡ଼ି ଚଢୁଛନ୍ତି ଏହି କୋଟିପତି ସରକାରୀ ବାବୁ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ଜାଲରେ ଲାଗିଛି ଆଉ ଏକ ବଡ଼ ମାଛ । ଭିଜିଲାନ୍ସ ଫାଶରେ ଦିନକୁ ଦିନ ପଡ଼ିବାରେ ଲାଗିଛନ୍ତି କୋଟିପତି ସରକାରୀ ବାବୁ । କାହା ନିକଟରୁ ମିଳୁଛି ବିଡ଼ା ବିଡ଼ା ଟଙ୍କା ତ କାହା ନିକଟରୁ ମିଳୁଛି ଆଖି ଖୋସି ହେଲା ଭଳି ଅମାପ ସମ୍ପତ୍ତି । ତେବେ ଏହି କ୍ଷେତ୍ରରେ ଯୋଡ଼ି…
Read More...

ଭିଜିଲାନ୍ସ ପଞ୍ଝାରେ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ତତ୍ତି ଠୁଳ ଅଭୀଯୋଗରେ ବ୍ରହ୍ମପୁର ବିଦ୍ୟୁତ ବିଭାଗର କାର୍ଯ୍ୟର୍ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କର ନିଜ ବାସଭଭବନ ସମେତ ଛତ୍ରପୁର ଓ ଭୁବନେଶଯବରର…
Read More...

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ଘର ସମେତ ଆଉ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ରାଉରକେଲାର ଛେଣ୍ଡ କଳିଙ୍ଗ ବିହାରସ୍ଥିତ ଏମଆଇଜି – ୨୭ ଓ ଏମଆଇଜି –୨୬୪…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ବିଭାଗ ଅଧିକାରୀ

ନୂଆପଡ଼ା: ସହକାରୀ ଯୋଗାଣ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆଜି ନୂଆପଡ଼ା ଜିଲ୍ଲାର ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ତାଙ୍କର ନୂଆପଡା ଓ କଟକର ୬ଟି…
Read More...

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଗଞ୍ଜାମ(ହର ପ୍ରସାଦ ବିଶୋୟୀ): ଭିଜିଲାନ୍ସ ଜାଲରେ ରାସ୍ତା ଓ କୋଠାବାଡ଼ି ଡ଼ିଭିଜନ ୧ର କନିଷ୍ଠ କିରାଣୀ । ବ୍ରହ୍ମପୁରର କାର୍ଯ୍ୟରତ କନିଷ୍ଠ କିରାଣୀ ଏଲ କାମାରାଜୁ ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କର୍ମଚାରୀମାନେ ଏକକାଳୀନ ୩ ଟି…
Read More...

ଭିଜିଲାନ୍ସର ଜାଲରେ ପୁଣି ତିନି ଧଳା ହାତୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ତିନି ଜଣ ସରକାରୀ ବାବୁ । ଜଣେ ସହକାରୀ ଯନ୍ତ୍ରୀ, ଜଣେ ମୁଖ୍ୟ କିରାଣୀ ତ ଆଉ ଜଣେ ଆରଆଇ । ଭିଜିଲାନ୍ସ ଏହି ଦୁଇ ଜଣ ସରକାରୀଙ୍କ ବାବୁଙ୍କ ଘରୁ ପୁଳା ପୁଳା ଟଙ୍କା, ସୁନାଗହଣା, ବ୍ୟାଙ୍କ ପାସବୁକ୍, ମହଲା ମହଲା ଘର ଆଦି ଠାବ କରିଛି । ଭିଜିଲାନ୍ସର ଅନ୍ୟ…
Read More...

ଭିଜିଲାନ୍ସ ଜାଲରେ ତିହିଡ଼ି ବ୍ଳକ୍ କିରାଣୀ

ବାଲେଶ୍ୱର : ବ୍ଳକ୍ କିରାଣୀ ପ୍ରଭାକର ପ୍ରଧାନଙ୍କ ଅଫିସ ଓ ଘରେ ଚାଲିଛି ଭିଜିଲାନ୍ସ ରେଡ଼ । ଭିଜିଲାନ୍ସର ଗୋଟିଏ ଟିମ୍ ତିହିଡ଼ି ବ୍ଲକ୍ରେ ଚଡ଼ାଉ କରୁଥିବାବେଳେ ଅନ୍ୟ ଟିମ୍ଟି ବାଲେଶ୍ୱର ନିଳିଆବାଗ ସ୍ଥିତ ପ୍ରଭାକରଙ୍କ ଘରେ ଯାଞ୍ଚ ଚଳାଇଛି । କିରାଣୀ ପ୍ରଭାକର ଆବାସ ଯୋଜନାର ଟଙ୍କା ହଡ଼ପ…
Read More...