ଆପାର୍ଟମେଣ୍ଟ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ମୃତ୍ୟୁ
ନୂଆଦିଲ୍ଲୀ: ଭିଏତନାମ ରାଜଧାନୀ ହନୋଇରେ ଏକ ୯ତାଲା ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନୀକାଣ୍ଡ ।ଏହି ଅଗ୍ନୀକାଣ୍ଡରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ରିପୋଟ ମୁତାବକ , ଭିଏତନାମର ହାନୋଇସ୍ଥିତ ଆପାର୍ଟମେଣ୍ଟ ରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା ।…
Read More...
Read More...