Browsing Tag

victory day

ମେ’ ୯ ତାରିଖ ମସ୍କୋ ଭିକ୍ଟ୍ରି ଡେ ପରେଡରେ ଭାଗ ନେବେ ନାହିଁ ମୋଦି

ନୂଆଦିଲ୍ଲୀ-: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି । ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତକୁ ବାତିଲ କରାଯାଇଛି । ମେ’ ୯ ତାରିଖ ମସ୍କୋରେ ଭିକ୍ଟ୍ରି ଡେ ପରେଡରେ ଭାଗ ନେବେ ନାହିଁ ମୋଦି । ଏନେଇ କ୍ରେମଲିନ୍…
Read More...

ବିଜୟ ଦିବସ ପାଳନ କରୁଛି ଋଷ

ମସ୍କୋ : ସମଗ୍ର ଋଷ ଉତ୍ସବମୁଖର ହୋଇଉଠିଛି । ବିଜୟ ଦିବସ ପାଳନ କରୁଛି ଋଷ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଋଷ ସେନାର ଅଦ୍ଭୁତପୂର୍ବ ବିଜୟ ପାଇଁ ବିଜୟ ଦିବସ ପାଳନ କରୁଛି ଋଷ । ଏଥିପାଇଁ ମସ୍କୋ ରେଡସ୍କୋୟାରରେ ଅନୁଷ୍ଠିତ ହେବାକୁଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସମସ୍ତ ବାହିନୀର ଆକର୍ଷଣୀୟ…
Read More...