ସାମ୍ନାକୁ ଆସିଲା ମଣିପୁରର ପୁଣି ଏକ ଯୌନ ଉତ୍ପୀଡିତାଙ୍କ ଭୟଙ୍କର କାହାଣୀ
ମଣିପୁର: ମଣିପୁରରେ ଦୁଇ ମହିଳାଙ୍କ ଯୌନ ଉତ୍ପୀଡନା କଥା ଏବେ ବି ଭାରତୀୟଙ୍କ ମଧ୍ୟରେ ଭୟ ଓ ଲଜ୍ଜା ସୃଷ୍ଟି କରେ । ପୁଣି ଏକ ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି । ପୀଡିତା ବଖାଣିଛନ୍ତି ସେହି ଭୟାନକ ଘଟଣା । ଆଶ୍ରୟ ଶିବିରରେ ରହୁଥିବା ଜଣେ ପିଡିତା ଏ ନେଇ ପୋଲିସ ସାମ୍ନାରେ ଅଭିଯୋଗ…
Read More...
Read More...