Browsing Tag

Vicky Kaushal

ରୋମାନ୍ସ କରିବେ ବିକି କୌଶଲ, ସାରା ଅଲ୍ଲୀ ଖାନ

ମୁମ୍ବାଇ:ଜିଓ ଷ୍ଟୁଡିଓ ନିଜର ଆଗାମୀ ଚଳଚ୍ଚିତ୍ର ଏବଂ ୱେବ ସିରିଜ ଘୋଷଣା କରିଛି । ଯୋଉଁଠାରେ ପ୍ରଥମ ଥର ବିକି କୌଶଲ ଓ ସାରା ଅଲ୍ଲୀ ଖାନଙ୍କ ରୋମାନ୍ସ ବଡ ପରଦାରେ ଦେଖିବାକୁ ମିଳିବ ।ଚଳଚ୍ଚିତ୍ରର ଟାଇଟଲ ଘୋଷଣା କରାଯାଇଥିଲା । ବିକି-ସାରାଙ୍କ ଆଗାମୀ ଫିଲ୍ମର ନାମ ହେଉଛି ‘ଜରା ହଟ୍କେ ଜରା…
Read More...

ପରସ୍ପରର ହାତ ଧରି ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଭିକି-କ୍ୟାଟ୍ରିନା

ନୂଆଦିଲ୍ଲୀ: ନ୍ୟୁଲି ମ୍ୟାରେଡ କପଲ୍ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଚଳିତ ବର୍ଷ ବିବାହ ପରେ ସେମାନଙ୍କର ପ୍ରଥମ ହୋଲି ପାଳନ କରିବାକୁ ଯାଉଛନ୍ତି। ତେବେ ଏହି ସମୟରେ ଦୁହିଁଙ୍କର ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଉଭୟ ଏକ ରୋମାଣ୍ଟିକ୍ ଅନ୍ଦାଜରେ ନଜର…
Read More...