ବିଶ୍ୱ ମାନ୍ଦାବସ୍ଥା ଯୋଗୁଁ ଗାଡ଼ି ରପ୍ତାନି ପ୍ରଭାବିତ
ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରେ ମାନ୍ଦାବସ୍ଥା ଓ ଦରବୃଦ୍ଧି ସମସ୍ୟା ଲାଗି ରହିବାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଗାଡ଼ି ରପ୍ତାନି ୨୮ ପ୍ରତିଶତ ହ୍ରାସ ପାଇଛି। ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ୍ ମାନୁଫାକଚରର୍ସ ତଥ୍ୟ…
Read More...
Read More...