Browsing Tag

VB G RAM G

ଭିବି – ଜି ରାମ୍ ଜି ଆଇନ: ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ଭିବି-ଜି ରାମ୍ ଜି ଆଇନ ପ୍ରତିବାଦରେ ବିକ୍ଷୋଭ କରିବ କଂଗ୍ରେସ । ସାରା ଦେଶରେ ବିକ୍ଷୋଭ କରିବା ନେଇ ଏଆଇସିସି ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଘୋଷଣା । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମେ ୫ ଜାନୁଆରୀ ୨୦୨୬ରୁ “ମନରେଗା ବଚାଓ”…
Read More...

ଇତିହାସ ପାଲଟିଲା ମନରେଗା, VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଇତିହାସ ପାଲଟିଲା ମନରେଗା । VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ । ନୂଆ ଆଇନରେ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫ଦିନ ଶ୍ରମ ଦିବସ ଗ୍ୟାରେଣ୍ଟି ମିଳିବ । ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟର ସହଭାଗିତା ୬୦:୪୦ ଅନୁପାତ ରହିବ । ଯଦି ଧାର୍ଯ୍ୟ…
Read More...

ସଂସଦରେ ଆଗତ ହେଲା ମନରେଗା ନାଁ ପରିବର୍ତ୍ତନ ବିଲ୍, ଉପକୃତ ହେବେ କୋଟି କୋଟି ଚାଷୀ

ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ମନରେଗା ନାଁ ପରିବର୍ତ୍ତନ ବିଲ୍ । VB-G-RAM G ବିଲ୍ ଆଗତ କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ । ଗୃହରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା, ହୋହଲ୍ଲା ମଧ୍ୟରେ ବିଲ୍ ଆଗତ । ସେପଟେ କଡ଼ା ନିଶାନା କଲେ ସାଂସଦ ପ୍ରିୟଙ୍କା ଗାନ୍ଧି । କହିଲେ ଏଥିରେ ବୈପ୍ଳବିକ…
Read More...