ଭୁବନେଶ୍ୱରରେ ପହଞ୍ଚିଲା ଅଟଳଙ୍କ ଅସ୍ଥି କଳସ
( ଓଡିଶା): ଆଜି ଭୁବନେଶ୍ୱର ପହଞ୍ଚିଛି ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅସ୍ଥିକଳସ ନେଇ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦନରେ ସନ୍ଧ୍ୟାରେ ପହଞ୍ଚିଥିଲେ । ବିମାନ ବନ୍ଦରରୁ ବାଜପେୟୀଙ୍କର ଅସ୍ଥି କଳସକୁ ଏକ…
Read More...
Read More...