ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ପରଲୋକ
ନୂଆଦିଲ୍ଲୀ: ଦେଶର ମନୋରଞ୍ଜନ ଶିଳ୍ପ ଗତ କିଛିଦିନ ହେବ ଖରାପ ସମୟ ଦେଇ ଗତି କରୁଛି । କିଛିଦିନ ତଳେ ଟେଲିଭିଜନ ତାରକା ଆଦିତ୍ୟ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଏକ ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ହିନ୍ଦୀ ମେଗା ଧାରାବାହିକ ସାରା ଭାଇ ଭର୍ସେସ ସାରା ଭାଇର ଜଣାଶୁଣା…
Read More...
Read More...