Browsing Tag

V k pandian

ପାଣ୍ଡିଆନ୍‌ଙ୍କ ହେଲିକପଟର ଉଡ଼ାରେ ଖର୍ଚ୍ଚ ହୋଇଛି କେତେ ଟଙ୍କା, ଧରାପଡ଼ିବ…

ନିର୍ବାଚନ ପୂର୍ବରୁ ହେଲିକପ୍ଟର ଧରି ଘନ ଘନ ଉଡ଼ୁଥିଲେ । ଏକା ଏକା ପ୍ରଚାର କରୁଥିଲେ । ୨୪ ନିର୍ବାଚନ ବେଳେ ଓ ତାପୂର୍ବରୁ ଜିଲ୍ଲାରୁ ଜିଲ୍ଲା ବୁଲୁଥିବା ଭି.କେ ପାଣ୍ଡିଆନଙ୍କ ହେଲିକପଟର ଗସ୍ତ ଖର୍ଚ୍ଚ କେତେ ? ତଥ୍ୟ ମାଗି ମାଗି ଆରଟିଆଇ କର୍ମୀ ହାଲିଆ, ହେଲେ ହିସାବ ମିଳୁନି। ଆଉ ତା’ଭିତରେ…
Read More...

5T ଅଧ୍ୟକ୍ଷଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ସମସ୍ୟା ସମାଧାନ ପାଇଁ ଅର୍ଥ ମଞ୍ଜୁର

ଭୁବନେଶ୍ବର : କେନ୍ଦ୍ରାପଡା ଜିଲ୍ଲା କେରେଡାଗଡ ର  ବିକାଶ  ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟ ର  ଉନ୍ନତି ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ଓ ଉନ୍ନତିକରଣ କରାଯିବ। ସୂଚନାଯୋଗ୍ୟ…
Read More...

ଆଠଗଡ଼ ନିର୍ବାଚନ ମଣ୍ଡଳୀର ଦୁଇ ବ୍ଲକରେ ଆମ ଓଡିଶା ନବୀନ ଓଡିଶା ଶୁଭାରମ୍ଭ  

ଆଠଗଡ଼ : ଆଜି କଟକ ଜିଲା ଆଠଗଡ଼ ନିର୍ବାଚନମଣ୍ଡଳୀରେ ଓଡିଶା ସରକାରଙ୍କ ଦ୍ଵାରା ଆମ ଓଡିଶା ନବୀନ ଓଡିଶା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି। ମାନ୍ୟବର  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, 5t ସଚିବ ଭି କେ ପାଣ୍ଡିଆନ୍ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।…
Read More...

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ , ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା

ଭୁବନେଶ୍ବର :  ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ…
Read More...

୫ଟି ସଚିବଙ୍କ ୩ଦିନିଆ ଯାଜପୁର ଜିଲ୍ଲା ଗସ୍ତ, ବିଭିନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ୫ଟି ସଚିବ ଅଗଷ୍ଟ ୨୯, ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଯାଜପୁର ଜିଲ୍ଲାର ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହେବାକୁ…
Read More...

ପୁରୀ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

ପୁରୀ: ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ପୁରୀରେ ମହାପ୍ରଭୁ ଦର୍ଶନ କରିଛନ୍ତି 5T ସଚିବ । ଶ୍ରୀମନ୍ଦିର ଭିତରେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ରହି ବେଢା ପରିଦର୍ଶନ କରିଥିଲେ । 5T ସଚିବଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ…
Read More...

ବିଶ୍ୱ ପ୍ରସିଦ୍ଧ ମହିମା ଗାଦିରେ ପହଞ୍ଚି ଆର୍ଶିବାଦ ଭିକ୍ଷା କଲେ ୫ଟି ସଚିବ

ଢେଙ୍କାନାଳ :ପୁରୀ ପରେ ଢେଙ୍କାନାଳ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ । ବିଶ୍ୱ ପ୍ରସିଦ୍ଧ ମହିମା ଗାଦିରେ ପହଞ୍ଚିଲେ ୫ଟି ସଚିବ । ହେଲି ପ୍ୟାଡରୁ ଓଲେହି ଉପସ୍ଥିତ ଥିବା ଲୋକଙ୍କ ସହିତ ହାତ ମିଳାଇବା ସହ ଆର୍ଶିବାଦ ଗ୍ରହଣ କରିତବଲେ । ଲୋକ ମାନଙ୍କ ସହ ମିଶି ତାଙ୍କର ସମସ୍ୟା ମଧ୍ୟ ପଚାରି…
Read More...

ଚିକିତ୍ସା ପାଇଁ ନଥିଲା BSKY ସ୍ମାର୍ଟକାର୍ଡ଼, 5T ସଚିବଙ୍କ ହସ୍ତକ୍ଷେପ ପରେ ମିଳିଲା ମାଗଣା ଚିକିତ୍ସା

ଭୁବନେଶ୍ୱର: ବିଏସ୍‍କେୱାଇ ସ୍ମାର୍ଟ କାର୍ଡ ବର୍ତ୍ତମାନ ରାଜ୍ୟର ସାଧାରଣ ଲୋକଙ୍କ ଜୀବନରେଖା ସାଜିଛି। ଦୈନିକ ରାଜ୍ୟର କୋଣ ଅନୁକୋଣର ଗରିବ ଲୋକମାନେ ଏହାଦ୍ୱାରା ଉପକୃତ ହେଉଥିବା ବେଳେ ଏହା ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ସାବ୍ୟସ୍ତ ହୋଇପାରିଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ…
Read More...

ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ପାଣ୍ଡିଆନଙ୍କ ଭର୍ଚୁଆଲ ବୈଠକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା…
Read More...

ହାପି ବାର୍ଥ ଡେ ପାଣ୍ଡିଆନ ସାର୍

ଭୁବନେଶ୍ଵର(ରିପୋର୍ଟର୍ସ ଟୁଡେ): ଓଡ଼ିଶା ବିକାଶର ସୂତ୍ରଧାର ଭାବେ ପରିଚିତ ଫାଇଭ ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ। ଓଡ଼ିଶା ବିକାଶର ସେ ହେଉଛନ୍ତି ବିନ୍ଧାଣୀ। ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଏକ ନମ୍ବର ବନେଇବାରେ ସେ ଗ୍ରହଣ…
Read More...