Browsing Tag

uttarpradesh

୧୧,୦୦୦ କୋଟିର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

(କାନପୁର) : ୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।  ଆଜି (ମଙ୍ଗଳବାର) ୟୁପିର କାନପୁରରେ ୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦିଙ୍କ ସହ ତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ…
Read More...

ଟୋକିଓ ଅଲମ୍ପିକ : ଫାଇନାଲରେ ସ୍ଥାନ ପାଇ ଆଉଟ୍ ହେଲେ ସୌରଭ ଚୌଧୁରୀ

(ଦିଲ୍ଲୀ) : ଗତକାଲିଠାରୁ ଆରମ୍ଭ ହୋଇଛି କ୍ରୀଡାର ବିଶ୍ଵ ମହାକୁମ୍ଭ ଅଲିମ୍ପିକ। ଉତ୍ତର ପ୍ରଦେଶର ମେରଠର ସୌରଭ ଚୌଧୁରୀଙ୍କୁ ନେଇ ଭାରତର ମଉଳିଲା ଯାଇଛି । ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ ସ୍ଥାନ ପାଇ ୧୧ ସଟ୍ ପରେ ସପ୍ତମ ସ୍ଥାନରେ ରହି ୧୦୭ ସ୍କୋର କରି ଆଉଟ୍ ହୋଇଛନ୍ତି।…
Read More...

କାଉଡିଆଙ୍କୁ ଯାତ୍ରାର ଅନୁମତି ଦେବା ଉଚିତ୍ ନଥିଲା : କେନ୍ଦ୍ର ସରକାର

(ଉତ୍ତରପ୍ରଦେଶ) : ଦେଶରେ କରୋନା ମହାମାରୀ ଏବେ ବି ଜାରି ରହିଛି। କରୋନାର ଦ୍ବିତୀୟ ଲହରୀ ପରେ ବି ଉତ୍ତର ପ୍ରଦେଶ ସରକାର ଶ୍ରାବଣ ମାସରେ ହେବାକୁ ଥିବା କାଉଡିଆ ଯାତ୍ରାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । କେନ୍ଦ୍ର…
Read More...

ନୂଆ ଜନସଂଖ୍ୟା ନୀତି : ଦୁଇରୁ ଅଧିକ ଶିଶୁ ଥିବା ବାପାଙ୍କୁ ମିଳିବନି ସରକାରୀ ଚାକିରୀ

(ଉତ୍ତରପ୍ରଦେଶ) : ଉତ୍ତର ପ୍ରଦେଶର ସରକାର ନୂଆ ଜନସଂଖ୍ୟା ନୀତି ଆଣିବାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ପ୍ରସ୍ତାବିତ ଆଇନ ବିରୋଧରେ ଦୁଇରୁ ଅଧିକ ଶିଶୁଙ୍କ ବାପାଙ୍କୁ କୌଣସି ସରକାରୀ ସବସିଡି କିମ୍ବା କଲ୍ୟାଣକାରୀ ଯୋଜନାର ଲାଭ ମିଳିପାରିବନି। ଏହାଉଛଡା ଏଭଳି ବ୍ୟକ୍ତି କୌଣସି ସରକାରୀ…
Read More...

ଜେଲରେ ଥିବା ସାମାଜବାଦୀ ପାର୍ଟି ଟାଣୁଆ ନେତା ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶ ସାମାଜବାଦୀ ପାର୍ଟି ଟାଣୁଆ ନେତା ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ସେ ଏପର୍ଯ୍ୟନ୍ତ ଆଇସିୟୁରେ ଥିବା ବେଳେ ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମେଦାନ୍ତ ହସ୍‌ପିଟାଲ୍‌ର ଡାକ୍ତର ସୂଚନା ଦେଛନ୍ତି । ତାଙ୍କ ଫୁସ୍‌ଫୁସ୍‌ରେ…
Read More...

୨୦ ଦିନ ମଧ୍ୟରେ ଦୁଇଟି ଗ୍ରାମରେ ୬୪ଙ୍କ କରୋନାରେ ମୃତ

(ଉତ୍ତର ପ୍ରଦେଶ) : ଉତ୍ତର ପ୍ରଦେଶରେ କରୋନା ସ୍ଥିତି ସଙ୍ଗୀନ ହୋଇପଡିଥିବା ବେଳେ ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ମଧ୍ୟରେ ଆଗ୍ରାରୁ ଏକ ଚିନ୍ତା ଜନକ ଘଟଣା ସାମ୍ନାକୁ ଆସିଛି। ଆଗ୍ରାର ଦୁଇଟି ଗ୍ରାମରେ ୨୦ ଦିନ ମଧ୍ୟରେ ୬୪ ଜଣ ଲୋକଙ୍କ ମୃତ୍ୟୁ…
Read More...

ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ୭ଦିନିଆ ଲକଡାଉନ

(ଉତ୍ତରପ୍ରଦେଶ) : ଦିଲ୍ଲୀ ପରେ ଉତ୍ତର ପ୍ରଦେଶରେ ମେ ୧୭ ଯାଏଁ ବଢିଲା ଲକଡାଉନ ସମୟ । ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଲକଡାଉନ କଟକଣା ବେଳେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ। ସୂଚନାନୁଯାୟୀ,ପୂର୍ବରୁଯୋଗୀ ସରକାର ୨୯…
Read More...

କରୋନା ଯୁଦ୍ଧରେ ହାରିଗଲେ ୮୯ ବର୍ଷୀୟ ସୁଟର ଦାଦି

(ଉତ୍ତରପ୍ରଦେଶ) : କରୋନାରେ ନିଧନ ହୋଇଗଲେ ସୁଟର ଦାଦି। ଉତ୍ତରପ୍ରଦେଶ ବାଗପତ୍‌ର ସୁଟର ଦାଦି ନାମରେ ପରିଚିତ ଚନ୍ଦ୍ରୋ ତୋମାରଙ୍କ ପରଲୋକ ହୋଇଛି । ଆଜି ମିରଟର ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ସୋସିଆଲ ମିଡିଆରେ ସେ ଖୁବ୍ ସକ୍ରିୟ ଥିଲେ। ଲଗାତାର ଟୁଇଟରରେ ସକ୍ରିୟ ରହୁଥିଲେ।…
Read More...

ଉତ୍ତର ପ୍ରଦେଶରେ ଶୁକ୍ରବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ୱିକେଣ୍ଡ ଲକଡାଉନ

(ଉତ୍ତରପ୍ରଦେଶ) : କରୋନା ଭାଇରସର ବଢୁଥିବା ମାମଲାକୁ ଦେଖି ଉତ୍ତର ପ୍ରଦେଶ ସରକାର ବଡ ନିଷ୍ପତି ନେଇ ୱିକେଣ୍ଡ ଲକଡାଉନକୁ ଗୋଟିଏ ଦିନ ପାଇଁ ବଢେଇ ଦେଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ୩୫୯୦୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ୩ ଲକ୍ଷ ୪୧ ହଜାର ଆକ୍ଟିଭ୍ ମାମଲା ରହିଛି । ଯାହାକୁ…
Read More...

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କରୋନା ସଂକ୍ରମିତ

(ଉତ୍ତର ପ୍ରଦେଶ) : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି । ଅନେଇ ସେ ନିଜେ ଆଜି ସକାଳେ ଟୁଇଟ୍ କରି ସୂଚନା ଦେଇଛନ୍ତି। ପଜିଟିଭ ଆସିବା ପରେ ଯାଦବ ନିଜକୁ ଆଇସୋଲେଟ୍ କରିଛନ୍ତି । ସେ କହିଛନ୍ତି, ଏବେ ମୋର କରୋନା…
Read More...