ତିନି ଜଣ ଦୁର୍ବୁତ୍ତ ମିଶି ଜଣେ ନାବାଳିକାକୁ ଚଳନ୍ତା କାରରେ କଲେ ଗଣଦୁଷ୍କର୍ମ
ଉତ୍ତରପ୍ରଦେଶ-: ଉତ୍ତରପ୍ରଦେଶ ବୁଲନ୍ଦସହର ମେରଟ ନ୍ୟାସନାଲ ହାଇୱେରେ ଲଜ୍ଜ୍ୟାଜନକ ଘଟଣା । ତିନି ଜଣ ଦୁର୍ବୁତ୍ତ ଜଣେ ନାବାଳିକାକୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରିବା ସହିତ ତାଙ୍କୁ ଚଳନ୍ତା କାରରୁ ଫିଙ୍ଗି ଦେଇଛନ୍ତି ।
ସୂଚନାନୁଯାୟୀ, ମେ ୬ ତାରିଖରେ ୨ ଜଣ ନାବାଳିକାଙ୍କୁ ଚାକିରିର ଲୋଭ…
Read More...
Read More...