ଉତ୍ତରଖଣ୍ଡ ବିଧାୟକଙ୍କ ଦ୍ୱାରା ଏମସିସି ଉଲ୍ଲଙ୍ଘନ
(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଉତ୍ତରଖଣ୍ଡ ବିଧାୟକ ମହେନ୍ଦ୍ର ଭଟ୍ଟ ଗୁରୁବାର ନିର୍ବାଚନ ମଡେଲ କୋଡ ଅଫ କଣ୍ଡକ୍ଟ (ଏମସିସି) ଉଲ୍ଲଙ୍ଘନ କରିଛନ୍ତି । ଏମସିସିରେ ବୁଥ ମଧ୍ୟକୁ ମୋବାଇଲ ନେବା ଓ ବୁଥ ମଧ୍ୟରେ ଫଟୋ ଉଠାଇବାକୁ ବାରଣ କରାଯାଇଛି ।
ସେ ବଦ୍ରିନାଥ ବୁଥରେ ଭୋଟ ଦେଇ ସାରି ବୁଥ…
Read More...
Read More...