Browsing Tag

US Soccer Federation

ସୁରକ୍ଷା ଚିନ୍ତା ଯୋଗୁଁ କତାରରେ ହେବାକୁ ଥିବା ଅଣ୍ଡର-୧୭ ବିଶ୍ୱକପରୁ ଓହରିଲା ଆମେରିକା

ନୂଆଦିଲ୍ଲୀ: କତାରରେ ଆୟୋଜିତ ହେବାକୁ ଥିବା ଅଣ୍ଡର-୧୭ (U-17) ବିଶ୍ୱକପ୍‌ରୁ ଆମେରିକା ଓହରି ଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହରୁ ଅଳ୍ପ କିଛି ଅଧିକ ସମୟ ବାକି ଥିବାବେଳେ, ସେହି ଅଞ୍ଚଳରେ ସଂଘର୍ଷର ଆଶଙ୍କା ଥିବା ଦର୍ଶାଇ ଆମେରିକା ଏହି ନିଷ୍ପତ୍ତି…
Read More...