Browsing Tag

US school shootings; 2 students dead

ଆମେରିକା ସ୍କୁଲରେ ଗୁଳିକାଣ୍ଡ; ୨ଛାତ୍ର ମୃତ, ଜଣେ ଶିକ୍ଷକ ଗୁରୁତର

ୱାଶିଂଟନ: ପୁଣି ଆମେରିକାରେ ଫୁଟିଲା ଗୁଳି । ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଦୁର୍ବୃତ୍ତ ମାନେ ଗୁଳିକାଣ୍ଡ କରିଛନ୍ତି । ସେହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିକ୍ଷକ ଗୁରୁତର ହୋଇଛନ୍ତି । ସୂଚନା ଅନୂଯାୟୀ ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ…
Read More...