ଅଶାଳୀନ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା : ଉର୍ଫିଙ୍କୁ ବାନ୍ଧିଲା ପୋଲିସ
ମୁମ୍ବାଇ : ଉର୍ଫି ଜାଭେଦ ତାଙ୍କର ଅଜବ ଗଜବ ଡ୍ରେସ ଏବଂ ବୋଲ୍ଡ ଅନଦାଜ ପାଇଁ ଶବୁବେଳେ ଲାଇମ ଲାଇଟରେ ରୁହନ୍ତି । ଉର୍ଫି ତାଙ୍କର ପୋଷାକ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚରେ ରୁହନ୍ତି । ପୋଶାକ ପାଇଁ ଆଳେଚନା ହେବା କିଛି ନୂଆ କଥା ନୁହେଁ । ପ୍ରତିଥର ଉର୍ଫି କିଛି ନୂଆ ଶୈଲୀର ପୋଶାକ…
Read More...
Read More...