Browsing Tag

UPSC

UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ ଫାଇନାଲ୍ ଫଳ ପ୍ରକାଶ; ଅନୁଜ ଅଗ୍ନିହୋତ୍ରୀ ଅଲ୍ ଇଣ୍ଡିଆ ଟପ୍ପର

ନୂଆଦିଲ୍ଲୀ: UPSC ପରିଚାଳିତ ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ୨୦୨୫ର ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ଏଥର ମୋଟ ୯୫୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ Anuj Agnihotri ଅଲ୍ ଇଣ୍ଡିଆ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ Rajeshwari Subhe M ଓ…
Read More...

ପ୍ରାର୍ଥୀଙ୍କ ପାଇଁ ପ୍ରୟାସ ସୀମା ଏବଂ ଯୋଗ୍ୟତା ସଂଶୋଧନ କରିଛି UPSC

ବଦଳିଲା UPSC ନିୟମ । UPSC ସିଭିଲ ସେବାରେ ପୂର୍ବରୁ ଗ୍ରହଣ କରାଯାଇଥିବା ପ୍ରାର୍ଥୀଙ୍କ ପାଇଁ ପ୍ରୟାସ ସୀମା ଏବଂ ଯୋଗ୍ୟତା ସଂଶୋଧନ କରିଛି । ପୂର୍ବ ବର୍ଷଗୁଡ଼ିକ ସହିତ ଯେଉଁଠାରେ କମିଶନ ସିଭିଲ ସେବାରେ ସାମିଲ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ କିଛି ପ୍ରତିବନ୍ଧକ ନିର୍ଦ୍ଦିଷ୍ଟ କରିଥିଲେ-…
Read More...

ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର ହେଲେ ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନର ନୂତନ ଅଧ୍ୟକ୍ଷ

ନୂଆଦିଲ୍ଲୀ-: ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର ହେଲେ ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି)ର ନୂତନ ଅଧ୍ୟକ୍ଷ । ଏପ୍ରିଲ ୨୯ ତାରିଖରେ ପ୍ରୀତି ସୁଦାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲିପଡ଼ିଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ…
Read More...

ପ୍ରକାଶ ପାଇଲା IAS ରେଜଲ୍ଟ : ଇଶିତା କିଶୋର ଟପ୍ପର, ୪୨ ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ପ୍ରଣତୀ ଦାସ

ଭୁବନେଶ୍ୱର : ପ୍ରକାଶ ପାଇଲା IAS ରେଜଲ୍ଟ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ହୋଇଛନ୍ତି । ଗାରିମା ଲୋହିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହର୍ଷିଥି ଏନ୍ ଏହି ତାଲିକାର ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ସ୍ମୃତି…
Read More...

ଏବର୍ଷ ସିଭିଲ ସର୍ଭିସ କୋଚିଂରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଉ ଆଗ ଭଳି ଓଡି଼ଆ ପ୍ରଶାସନିକ ଅଧିକାରୀ ବାହାରୁ ନାହାଁନ୍ତି। ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ପୂର୍ବାପେକ୍ଷା ସଫଳତା ହାର କମୁଛି। ଓଡି଼ଆ ଛାତ୍ରଛାତ୍ରୀଙ୍କୁ ପ୍ରଶାସନିକ ସେବା ପରୀକ୍ଷା ଲାଗି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟସ୍ତରରେ ପ୍ରଶିକ୍ଷଣ…
Read More...