ସଭା ଘର ଠାରେ ବଡ଼ି ବିଲଡିଂ ଚାମ୍ପିଅନସିପ୍ କୁ ଉଦଘାଟନ କଲେ ଉପଜିଲ୍ଲାପାଳ
ଅନୁଗୋଳ/ ସୁଧାକର ସାହୁ : ପ୍ରତିଷ୍ଠାକୁ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ସଭାଘର ଠାରେ ଅନୁଷ୍ଠିତ ହୋଇଛି ବଡ଼ି ବିଲଡିଂ ଚାମ୍ପିଅନସିପ୍ । ଅନୁଗୋଳ କ୍ଲାସିକ ନାମରେ ନାମିତ ଏହି ଚମ୍ପିୟାନସିପରେ ରାଜ୍ୟର ୧୧୯ ଜଣ ପ୍ରତିଯୋଗୀ…
Read More...
Read More...