Browsing Tag

UP

ସିଙ୍ଗଡାରେ ଝିଟିପିଟି

ଆପଣ ଦେଖୁଥିବା ଖବରଟି ସମ୍ପୂନ୍ନ ସତ୍ୟ ।ହାପୁର ସହରର ଚଣ୍ଡୀ ରୋଡ ସ୍ଥିତ ଏକ ମିଠା ଦୋକାନରୁ କିଣାଯାଇଥିବା ସିଙ୍ଗଡ଼ାରୁ ମଲା ଝିଟିପିଟି ବାହାରିଥିବା ଏକ ମାମଲା ସାମ୍ନାକୁ ଆସିଛି । ଏବେ ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ପୋଲିସ କଣ୍ଟ୍ରୋଲ ରୁମରେ ଏହି ଘଟଣା ସମ୍ପର୍କରେ ପରିବାର ଲୋକ…
Read More...

ୟୁପିରେ ବନ୍ୟା, ଭାସୁଛି ୪୦୦ OLA କାର

ୟୁପି : ୟୁପିରେ ହିଣ୍ଡନ ନଦୀଜେ ଜଳ ଫୁଲୁଛି । ସେଥିପାଇଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟା ଯୋଗୁ ପ୍ରାୟ ୪୦୦ଟି କାର୍ ପାଣିରେ ବୁଡ଼ି ଯାଇଛି। ଗ୍ରେଟର ନୋଏଡାର ସୁତିୟାନା ଗ୍ରାମ ନିକଟସ୍ଥ ଡମ୍ପିଂ ୟାର୍ଡରେ କାର ପାର୍କିଂ ହୋଇଥିଲା। ତେବେ ସୋସିଆଲ ମିଡିଆରେ ବନ୍ୟା ପାଣିରେ ସମସ୍ତ…
Read More...

ପୁଣି ଜଣେ କୁଖ୍ୟାତ ଅପରାଧୀକୁ ୟୁପି ପୁଲିସର ଏନକାଉଣ୍ଟର, ଜେଲରୁ ବାହାରିବା ପରେ ସାକ୍ଷୀଙ୍କୁ ଦେଇଥିଲା ଧମକ

ୟୁପି: ୟୁପି ଏସଟିଏଫ ସହିତ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନାର ମୃତ୍ୟୁ ହୋଇଛି। କିଛି ଦିନ ପୂର୍ବରୁ ୟୁପି ସରକାରଙ୍କ କାର୍ୟ୍ୟାଳୟରୁ ୟୁପିର ଟପ୍ ୬୫ ମାଫିଆଙ୍କ ତାଲିକା ପ୍ରକାଶ ପାଇଥିଲା। ଗ୍ରେଟର ନୋଏଡାର ଅନିଲ ଦୁଜାନାଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲା । କୁଖ୍ୟାତ…
Read More...

ପାଚେରୀ କାନ୍ଥ ଭୁଷୁଡି ଚାଲିଗଲା ୪ ଜଣଙ୍କର ଜୀବନ

ବ୍ୟୁରୋ : କାନ୍ଥ ନେଇଗଲା ୪ ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ନୋଏଡାରେ । ନୋଏଡା ସେକ୍ଟର ୨୧ ରେ ଏକ ପାଚେରୀ କାନ୍ଥ ଭୁଷୁଡି ଯିବା ଫଳରେ ଚାଲିଗଲା ୪ ଜଣଙ୍କର ଜୀବନ । ସେହିପରି ଏହି ଘଟଣାରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି ।ଏହି ଘଟଣା ଘଟିବା ସମୟରେ ୧୨ ଜଣ ଶ୍ରମିକ…
Read More...

ମଝି ନଈରେ ବୁଡିଗଲା ଡଙ୍ଗା ; ୭ ଜଣ ଯାତ୍ରୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ : ମଝି ନଈରେ ବୁଡିଗଲା ଡଙ୍ଗା। ଏ ଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିପୁରରେ। ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।ଏନ୍‌ଡିଆର୍‌ଏଫ୍‌ ଟିମ୍‌ ୫ ଜଣଙ୍କ ମୃତଦେହ ନଈରୁ ଉଦ୍ଧାର କରିଛି। ସୂଚନାନୁସାରେ , ଗତକାଲି ସନ୍ଧ୍ୟା ସମୟରେ ଏହି ନଈରେ ଡଙ୍ଗା…
Read More...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ

ଉତ୍ତରପ୍ରଦେଶ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ । ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ଏ ଭଳି ଅଘଟଣ ଘଟିଛି ଉତ୍ତରପ୍ରଦେଶରେ । କିଛି ଦିନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ତାଙ୍କର କାର୍ଯ୍ୟକାଳ ସେପ୍ଟମ୍ବର ୩୦ ତାରିଖ ଯାଏଁ ବଢାଇଥିଲେ…
Read More...

ଶତ୍ରୁଘ୍ନ କରିଥିଲେ ଏହି ମନ୍ଦିର ସ୍ଥାପନା ; ଜାଣନ୍ତୁ ଏହି ମନ୍ଦିର ବିଷୟରେ……

ଉତ୍ତରପ୍ରଦେଶ: ଦିୟାବାନାଥ ମନ୍ଦିର ,ମାନ୍ୟତା ରହିଛି ଯେ ଏହି ମନ୍ଦିର ତ୍ରେତୟା ଯୁଗରେ ତିଆରି ହୋଇଥିଲା। ପୈାରାଣିକ କଥା ବସ୍ତୁ ଅନୁଯାୟୀ ଶତ୍ରୁଘ୍ନ ଏହି ମନ୍ଦିରର ଶିବଲିଙ୍ଗକୁ ସ୍ଥାପନା କରିଥିଲେ। ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାରେ ବରଷଠୀରେ ଅବସ୍ଥିତ ଏହି ମନ୍ଦିର। ଶ୍ରାବଣ ମାସରେ ଓ…
Read More...

ଜାତି ବିବାଦ ମଧ୍ୟରେ ଜିତିଲା ପ୍ରେମ ; ବିବାହ କଲେ ପ୍ରେମୀ ଯୁଗଳ

ବ୍ୟୁରୋ : କଥାରେ ଅଛି ପ୍ରେମ ନାଁ ମାନେ ଜାତି ନାଁ ଧର୍ମ । ପ୍ରେମନାଁ ମାନେ ଧନୀ ଗରିବ । ଜାତି-ଅଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ। ବିବାହ କଲେ ପ୍ରେମୀ ଯୁଗଳ। ହିନ୍ଦୁ ରୀତି ଅନୁସାରେ, ବିବାହ କରିଛନ୍ତି ମୁସ୍‌ଲିମ୍‌ ଝିଅ ଓ ହିନ୍ଦୁ ପୁଅ। ପରିବାର ଲୋକଙ୍କ ତୀବ୍ର ବିରୋଧ ପରେ ବି…
Read More...

ଭିକାରୀ ସନ୍ତୋଷ କିଣିଲେ ୯୦ ହଜାର ଟଙ୍କାର ମୋପେଡ

ବ୍ୟୁରୋ: ପତ୍ନୀଙ୍କୁ ଦାମୀ ଉପହାର ଦେଇ ଚର୍ଚ୍ଚାରେ ଭିକାରୀ ସନ୍ତୋଷ । ୯୦ ହଜାର ଦେଇ କିଣିଲେ ମୋପେଡ଼। ଲୋକଙ୍କଠୁ ଭିକ ମାଗି ୪ ବର୍ଷ ହେଲା ସଞ୍ଚୟ କରିଥିଲେ ଟଙ୍କା। ଆଉ ସେଇ ଟଙ୍କାରେ ପତ୍ନୀଙ୍କ ପାଇଁ ୯୦ ହଜାର ଟଙ୍କାର ଉପହାର ଦେଲେ ମୋପେଡ଼ । ମଧ୍ୟପ୍ରଦେଶ ଛିନ୍ଦୱାଡାରେ ଜଣେ ଭିକାରୀ ତାଙ୍କ…
Read More...

ମାଦ୍ରାସାକୁ ମିଳିବନି ସରକାରୀ ଅନୁଦାନ: ୟୁପି ସରକାରଙ୍କ ଘୋଷଣା

ମାଦ୍ରାସା : ନୂଆ ମାଦ୍ରାସାକୁ ମିଳିବନି ସରକାରୀ ଅନୁଦାନ । ଏନେଇ କ୍ୟାବିନେଟରେ ଆଗତ ଏକ ପ୍ରସ୍ତାବକୁ ଉତ୍ତରପ୍ରଦେଶ ସରକାର ଗ୍ରହଣ କରିଛନ୍ତି । ଫଳରେ ଏବେଠାରୁ ନୂଆ ମାଦ୍ରାସା ଗୁଡିକ କୌଣସି ଅନୁଦାନ ପାଇବେ ନାହିଁ । ଗତ ବଜେଟରେ ଉତ୍ତରପ୍ରଦେଶ ସରକାର ୧୭ହଜାର ମାଦ୍ରାସା ମଧ୍ୟରୁ ୫୫୮କୁ…
Read More...